Home Posts tagged PALASUNI
Odisha News
ଭୁବନେଶ୍ୱର, ୨୦/୫: ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ବିଚ୍ ରାସ୍ତାରେ ଗୁଳି ଫୁଟୁଛି ତ ଆଉ କେତେବେଳେ ବୋମାମାଡ଼ ହେଉଛି। କିଛି ଦିନ ହେବ ରାଜଧାନୀ ଛାତି ଉପରେ ଯେପରି ଅପରାଧୀ ମାନେ ତାଣ୍ଡବ ରଚି ଚାଲିଛନ୍ତି। ଏପରି ସମାନ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି।ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ପଳାସୁଣି ଜଗନ୍ନାଥ ବିହାରରେ ଥିବା ଆପାର୍ଟମେଣ୍ଟ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ୩ଟି ବୋମାଡ଼ Continue Reading
Seo wordpress plugin by www.seowizard.org.