Home Posts tagged paikamala
Odisha News
ପାଇକମାଳ, ୧୧/୨: ମଦ୍ୟପ ପିତାର ଉନ୍ନତ୍ତ କାଣ୍ଡ। ମଦ ନିଶାରେ ନିଜର ୫ମାସର ଶିଶୁ ପୁତ୍ରକୁ କଚାଡ଼ି ମାରି ଦେଲା। ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଚେରଙ୍ଗାଝାଞ୍ଜ ଗ୍ରାମରେ।ପୁଲିସ ଶବକୁ ଜବତ କରିଛି। ଶିଶୁର ପିତାକୁ ଗିରଫ କରି ପୁଲିସ ତଦନ୍ତ କରୁଛି। ସୂଚନା ଅନୁଯାୟୀ, ରାତିରେ ସ୍ବାମୀ ସ୍ତ୍ରୀଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ।ହେଲେ ସ୍ତ୍ରୀ ମନା କରିବାରୁ ମଦ୍ୟପ ପିତା ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ଏହି Continue Reading
Odisha News
ପାଇକମାଳ,୧୭/୧୧: ୪୮ ଘଣ୍ଟିଆ ପାଇକମାଳ ବନ୍ଦ । ପାଇକମାଳକୁ NACଦାବି ଓ ପାଇକମାଳ ହସ୍ପିଟାଲକୁ CHC କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।ତାଙ୍କର ଏହି ଦାବି ଯଦି ନ ପୂରଣ ନହୁଏ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ । ଏମିତି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ । ପୂର୍ବରୁ ଦୁଇଦିନ ହେବ ଧାରଣାରେ ବସିଥିଲେ ପାଇକମାଳର ଜନ ସାଧାରଣ । ତେବେ କେହି ନଶୁଣିବାରୁ ଆଜି ଏହି ବନ୍ଦ ଡାକରା ଦିଆଯାଇଛି ।Continue Reading
Odisha News
ପାଇକମାଳ, ୧୪/୭: ରାତ୍ରି ଭୋଜନ ପରେ ଘରେ ଶୋଇଥିବା ଦମ୍ପତିଙ୍କ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ବରଗଡ଼ ଜିଲ୍ଲା ପଦ୍ବପୁର ଥାନା ଅନ୍ତର୍ଗତ ଘିଟିକି ଗାଁରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକମାନେ ହେଲେ ଶଙ୍କର ପ୍ରଧାନ (୨୫) ଓ ତାଙ୍କ ସ୍ତ୍ରୀ ଶାନ୍ତି ପ୍ରଧାନ (୨୩)।ସୂଚନା ଅନୁସାରେ ପାଇକମାଳ ଥାନା ଅନ୍ତର୍ଗତ ଘିଟିକି ଗାଁରେ ଗତକାଲି ରାତିରେ ପରିବାର ଲୋକଙ୍କ ସହିତ ଶଙ୍କର ପ୍ରଧାନ ଓ ତାଙ୍କର ସ୍ତ୍ରୀ ଶାନ୍ତି ଭୋଜନ କରି ଶୋଇବାକୁ […]Continue Reading
Seo wordpress plugin by www.seowizard.org.