
ଭୁବନେଶ୍ୱର, ୮ ।୧୧: ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ୨୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୨ ହଜାରରୁ ଅଧିକ ଭୋଟରେ ଆଗରେ ଚାଲିଛି । ୨୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ୧, ୧୯, ୫୧୨ ଭୋଟ ମିଳିଛି । ବିଜେପି ପ୍ରାର୍ଥୀ ପ୍ର୍ରଦୀପ ପୂରୋହିତଙ୍କୁ ୭୭, ୫୪୧ ଖଣ୍ଡ ଭୋଟ ପାଇଥିଲା ବେଳେ କଂଗ୍ରେସକୁ ମିଳିଛି ୩୫୪୮ଖଣ୍ଡ ଭୋଟ ।Continue Reading