Home Posts tagged one murte due to electrouction in telkoi
Odisha News
ତେଲକୋଇ ୨୩/୭: ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁର ବୁଲୁ ମୁଣ୍ଡା । ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧିବା ବେଳେ ବିଦ୍ୟୁତ ଆଘାତ ଲାଗି ତାଙ୍କର ମୃତ୍ୟୁ ଘଟିଥିଲା।ସୂଚନାଯୋଗ୍ୟ ଯେ, ବୁଲୁ ମୁଣ୍ଡା ଗାଈ ଚରାଇ ସନ୍ଧ୍ୟା ସମୟରେ ଘରକୁ ଫେରିବା ପରେ କିଛି ଯୁବକଙ୍କ ସ ଟ୍ରାନ୍ସଫର୍ମରରେ ଉଡିଯାଇଥିବା ଫ୍ୟୁଜ ବାନ୍ଧିବା ପାଇଁ ବିଦ୍ୟୁତ ଖୁଣ୍ଟରେ ଚଢିଥିଲେ Continue Reading
Seo wordpress plugin by www.seowizard.org.