![](http://odishanewsonline.com/wp-content/uploads/2025/01/Payal_1736768122-580x360.jpg)
ଭୁବନେଶ୍ୱର, ୧୩/୧ : ଦିନରେ ପାଟିରେ ତୂଳୀ ଧରି ଆଙ୍କୁଥିଲେ ସୁନ୍ଦର କଳାକୃତି, ଆଉ ଏବେ ତୀର ଧରି ହୋଇଛନ୍ତି ବିଜୟୀନି । ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ (୧୭) ।ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ଷଷ୍ଠ ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ବଲାଙ୍ଗିର ଝିଅ ପାୟଲ ନାଗ ପ୍ରଥମ ସ୍ଥାନ ହାସଲ କରି ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ।ଦେଶର ବିଭିନ୍ନ ରାଜ୍ୟରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପଛରେ ପକାଇ Continue Reading