Home Posts tagged odiya film daman gets national award
Odisha News Ollywood News
ନୂଆଦିଲ୍ଲୀ,୮/୧୦ : ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରଭାବେ ‘ଦମନ’ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଚଳଚ୍ଚିତ୍ରର ପ୍ରଯୋଜକ ଏବଂ ଦୁଇ ନିର୍ଦ୍ଦେଶକ ଏହି ସମ୍ମାନ ଜନକୁ ପୁରସ୍କାର ଗ୍ରହଣ କରିଛନ୍ତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଯୋଜକ ଦୀପେନ୍ଦ୍ର ସାମଲ ଏବଂ ଦୁଇ ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟେଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।ଜେପି ମୋସନ୍ Continue Reading
Seo wordpress plugin by www.seowizard.org.