Home Posts tagged Odisha's Sriya Lenka becomes first K-pop star
Odisha News
ଝାରସୁଗୁଡ଼ା,୨୮/୫: ଝାରସୁଗୁଡାର ଝିଅ ଶ୍ରେୟା ଲେଙ୍କା(୧୮) ଏବେ ଏବେ ସାତ ସମୁଦ୍ର ପାରିହୋଇ ସୁନାମଧ୍ୟନ୍ୟ କେ ପପ୍ଗ୍ରୁପ୍ରେ ସ୍ଥାନ ପାଇବା ପାଇଁ ଅନୁଷ୍ଠିତ ହୋଇଥିବା ଶେଷ ପ୍ରତିଯୋଗିତାରେ ସଫଳତା ହାସଲ କରି ପ୍ରଥମ ଭାରତୀୟ କେ ପପ୍ କଳାକାର ହେବାର ଗୌରବ ଅର୍ଜନ କରିଛନ୍ତି।ଏହି ପ୍ରତିଯୋଗିତାରେ ଶ୍ରେୟା ସାରା ପୃଥିବୀର ଚାରି ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରତିଯୋଗିତାରେ ବିଜୟୀ ହୋଇ ସେ କେ ପପ୍ ଗୃପର ବ୍ଲାକ ସ୍ୱାନର ପଂଚମ ସଦସ୍ୟ Continue Reading
Seo wordpress plugin by www.seowizard.org.