Home Posts tagged odisha sprinter dutee chand
National News
BHUBANESWAR,OCTO 18 : India’s fastest woman Dutee Chand has expressed optimism that same-sex marriage will become a reality one day. Chand made the remark while expressing her views on the apex court’s judgment on the legality of same-sex marriage. A five-judge constitution bench of the Supreme Court on Tuesday unanimously refused to accord legal recognition Continue Reading
Odisha News
ନୂଆଦିଲ୍ଲୀ,୧୮/୮: ଆଥଲେଟ୍ ଦୁତି ଚାନ୍ଦ ୪ ବର୍ଷ ପାଇଁ ବାସନ୍ଦ। ଡୋପ୍ ଟେଷ୍ଟରେ ଫେଲ ମାରିବା ପରେ ଦୂତୀଙ୍କ ଉପରେ ଲାଗିଛି ୪ ବର୍ଷର ବ୍ୟାନ୍ । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି।ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ ଝଜଗଝ ଟେଷ୍ଟରେ ଫେଲ୍ ମାରିଛନ୍ତି ଦୂତି ଚାନ୍ଦ। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଘଇଊଇ ଦ୍ୱାରା ନିଷିଦ୍ଧ ଘୋଷିତ ଝଜଗଝ ତାଙ୍କ ନମୂନାରେ ମିଳିଛି । ଡିସେମ୍ବର ୫ ୨୦୨୨ରେ ଦୂତୀଙ୍କ Continue Reading
Odisha News
ଭୁବନେଶ୍ୱର,୧୮/୧: ଭାରତ ତଥା ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ବଡ଼ ଝଟକା। ଦୂତୀଙ୍କ ଡୋପ ଟେଷ୍ଟ ପଜିଟିଭ ଆସିଛି। ଏଥିପାଇଁ ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଆଗକୁ ଏସିଆନ ଗେମ୍ସ ଥିବା ବେଳେ ଦୂତୀ ନିଲମ୍ବନ ହେବା ସମସ୍ତଙ୍କ ପାଇଁ ଝଟକା ସଦୃଶ ହୋଇଛି।ଦୂତୀ ଚାନ୍ଦ ହେଉଛନ୍ତି ଦେଶର ଶ୍ରେଷ୍ଠ ଧାବିକା। ସେ ଏସିଆନ ଗେମ୍ସର ୧୦୦ ମିଟର ଇଭେଣ୍ଟରେ ଦେଶରେ ପାଇଁ ରୌପ ପଦକ ଜିତିଥିଲେ। ସେହିପରି ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ସେ […]Continue Reading
Odisha News
ଭୁବନେଶ୍ବର, ୩/୭: ରାଗିଂର ଶିକାର ହୋଇ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ରହୁଥିବା ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି।ଏଭଳି ସମୟରେ ଅଲମ୍ପିଆନ୍ ଦୂତୀ ଚାନ୍ଦ୍ ମଧ୍ୟ ରାଗିଂର ଶିକାର ହୋଇଥିବା କଥା କହିଛନ୍ତି। ଏନେଇ ସୋସିଆଲ୍ ମିଡିଆରେ ନିଜେ ଅଙ୍ଗେ ନିଭାଇଥିବା କଥା ଦୂତୀ ପୋଷ୍ଟ କରିଛନ୍ତି।ଏଥିରେ ଦୂତୀ କହିଛନ୍ତି, ଆମ ବେଳେ ବି ସ୍ପୋଟର୍ସ ହଷ୍ଟେଲରେ Continue Reading
Seo wordpress plugin by www.seowizard.org.