Home Posts tagged odisha health minister
Odisha News
ଭୁବନେଶ୍ବର,୩୧/୧: ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର। ସେ କହିଛନ୍ତି, ପୁଲିସ ପୁଲିସର ତଦନ୍ତ କଲେ ବିରୋଧୀ କୁହିବେ, ଠିକ ହେଲାନି। କ୍ରାଇମବ୍ରାଞ୍ଚକୁ ଦେଲେ ବି ପ୍ରଶ୍ନ ଉଠିବ। କହିବେ ସବୁବେଳେ କିନ୍ତୁ କଣ କରାଯିବ ସେଇଟା କୁହନ୍ତୁ।କ୍ରାଇମବ୍ରାଞ୍ଚ ସହ ହାଇକୋର୍ଟଙ୍କ ଅନୁମୋଦନରେ ଯଦି ତାକୁ ଜୁଡିସିଆଲ ତଦନ୍ତ କରାଯିବ, ତାହା ସ୍ବଚ୍ଛ ହେଲା। ତଦନ୍ତର ଫଳାଫଳ କଣ ହେଉଛି, ତାକୁ Continue Reading
Seo wordpress plugin by www.seowizard.org.