
ଭୁବନେଶ୍ୱର, ୨୦/୮:: ବନ୍ୟା ଆଁରେ ରାଜ୍ୟର ୧୨ ଜିଲ୍ଲା । ଗାଁ ଗାଁରେ ଏବେବି ପାଣିର ସୁଅ ଚାଲିଛି । ଶହ ଶହ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ବନ୍ୟା ସାଙ୍ଗକୁ ଅହରହ ବର୍ଷା ଉପୁଜାଇଛି ହାହାକାର ସ୍ଥିତି । କିଏ ଛାତ ଉପରେ ତ ଆଉ କିଏ ରାସ୍ତା ଉପରେ ପଲିଥିନ ଟାଣି ଅପେକ୍ଷା କରିଛି ପାଣି କମିବାକୁ।ଅସହାୟ ଅବସ୍ଥାରେ ପଡିରହିଛନ୍ତି ହଜାର ହଜାର ବିପନ୍ନ । ନା ପାଖରେ ଖାଇବାକୁ ଅଛି, ନା ମୁଣ୍ଡ […]Continue Reading