Home Posts tagged odisha economy survey
Odisha News
ଭୁବନେଶ୍ବର,୨୯/୩ : ମଙ୍ଗଳବାର ଓଡ଼ିଶା ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପନ କରିଛନ୍ତି ।ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶା ଅର୍ଥନୀତି ଧୀରେ ଧୀରେ କୋଭିଡ ମହାମାରୀର ପ୍ରଭାବକୁ ଅତିକ୍ରମ କରି ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି । ମହାମାରୀର ଗୁରୁତର ପ୍ରଭାବ ଯୋଗୁଁ ୨୦୨୦-୨୧ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ( ରାଜ୍ୟ ମୋଟ ଘରୋଇ ଉତ୍ପାଦ) ୫.୩ Continue Reading
Seo wordpress plugin by www.seowizard.org.