ଖୋର୍ଦ୍ଧା,୧୪/୩ : ଆସନ୍ତାକାଲିଠାରୁ ୧୦ ଦଫା ଦାବିରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯିବାକୁ ଥିବା ବେଳେ ତା’ପୂର୍ବରୁ ସୃଷ୍ଟି ହୋଇଛି ବିବାଦୀୟ ସ୍ଥିତି।ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଓଡ଼ିଶା ଡ୍ରାଇଭର ଏକତା ମହମଞ୍ଚ ବସ୍ ସମେତ ପରିବହନ ସହିତ ଜଡ଼ିତ କୌଣସି ହଳଦିଆ ନମ୍ବର ବିଶିଷ୍ଟ ଗାଡ଼ିକୁ ଛଡ଼ାଯିବନି ବୋଲି କହିଛି।ଖୋର୍ଦ୍ଧା Continue Reading