Home Posts tagged ODIA FILM ACTOR BABUSAN
Odisha News
ଭୁବନେଶ୍ୱର,୨୩/୯: ଓଡ଼ିଆ ଫିଲ୍ମ ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି। ଅକ୍ସିଜେନ କମିଯିବାରୁ ବାବୁଶାନ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍ ଦମନ୍’ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ୍ ଚଳାଇବା ପରେ ତାଙ୍କର ଅକ୍ସିଜେନ୍ ଲେବଲ୍ କମିଥିଲା । ଲଦାଖରେ ପ୍ରାଥମିକ Continue Reading
Odisha News Ollywood News
ଭୁବନେଶ୍ୱର,୨୬/୭: ଦିନକୁ ଦିନ ପ୍ରକୃତି- ବାବୁସାନ- ତୃପ୍ତି କଳି ନୂଆ ଟ୍ୱିଷ୍ଟ ନେଉଥିବା ବେଳେ ସୋଶାଲ ମିଡିଆରେ ଚାଲିଛି ଜୋରଦାର ଲଢ଼େଇ । ୩ ଦିନ ହେଲାଣି ଏହି ଘଟଣାର ସମାଧାନ ବାଟ ଫିଟି ପାରୁ ନ ଥିବା ବେଳେ ଚେନ୍ନାଇ ପଳାଇଥିବା ବାବୁସାନ ଏ ଯାଏ ଓଡ଼ିଶା ଫେରି ନାହାନ୍ତି।ତାଙ୍କ ଫେରିବା ବାଟକୁ ପରିବାର ସମେତ ଫ୍ୟାନ୍ସ ଅନାଇ ବସିଥିଲେ ବି ଫେରିବା ନାଁ ଧରୁ ନାହାନ୍ତି ବାବୁସାନ । ‘ଦମନ’ ଫିଲ୍ମର ପ୍ରମୋସନ ପାଇଁ […]Continue Reading
Odisha News Ollywood News
ଭୁବନେଶ୍ୱର,୨୪/୭: କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁଶାନଙ୍କର ସର୍ବନାଶ ହୋଇଛି ବୋଲି କହିଛନ୍ତି ତାଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି। ଏହା ସହିତ ଗଣମାଧ୍ୟମ ଜରିଆରେ ସେ ବାବୁଶାନଙ୍କୁ ଆଶୀର୍ବାଦ କରିବାକୁ ରାଜ୍ୟବାସୀଙ୍କୁ କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି, ଯେମିତି ସେ ଘରକୁ ଫେରି ଆସିବେ।ଅପରାଜିତା କହିଛନ୍ତି, ବାବୁଶାନ ଗୋଟିଏ ବହୁତ ଭଲ ଛୁଆ। ବହୁତ ସ୍ନେହୀ। ବହୁତ ଗେହ୍ଲା। ସେ ବହୁତ ଭଲ ପାଇବା ଚାହେଁ। ତା’ର ମୋ ସହିତ ସବୁବେଳେ Continue Reading
Odisha News Ollywood News
ଭୁବନେଶ୍ବର, ୨୪/୭: ଗତକାଲିର ହାଇଡ୍ରାମା ପରେ ଚେନ୍ନାଇରେ ଥିବା ଓଡ଼ିଆ ସିନେଜଗତର ଲୋକପ୍ରିୟ ନାୟକ ବାବୁସାନ୍ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏଥିରେ ସେ କହିଛନ୍ତି, ଆଉ କେବେ ବି ଅଭିନେତ୍ରୀଙ୍କ ପ୍ରକୃତି ମିଶ୍ରଙ୍କ ସହ କାମ କରିବେ ନାହିଁ ।କେବଳ ପ୍ରକୃତି ମିଶ୍ର ନୁହନ୍ତି, ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ସେ ଫିଲ୍ମ କରିବେ ନାହିଁ ବୋଲି ସେ କହିଛନ୍ତି। ଶନିବାରର ଘଟଣା ପରେ ବାବୁସାନ ପ୍ରାୟ ୫୦ ସେକେଣ୍ଡର ଏକ ଭିଡିଓ […]Continue Reading
Seo wordpress plugin by www.seowizard.org.