Home Posts tagged odia dz ajex-s hanging dead body found in house
Odisha News
ଭୁବନେଶ୍ବର,୧୯/୩: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ଆତ୍ମହତ୍ୟା କରିଥିବା ଜଣାଯାଇଛି। ଖାରବେଳନଗର ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ତେବେ ସନ୍ଦେହଜନକ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।ସୂଚନା ଅନୁଯାୟୀ, ଶେଷଥର ପାଇଁ ସେ ଗତକାଲି ସନ୍ଧ୍ୟା ସାଢ଼େ ୬ଟାରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ କୁମାରଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ Continue Reading
Seo wordpress plugin by www.seowizard.org.