
ନରୱେ, ୨/୬ : ଚଳିତ ନରୱେ ଚେସ୍ ରେ ଭାରତର କମାଲ । ଚେସର ବିଶ୍ବ ଚାମ୍ପିଆନଙ୍କୁ ପରାସ୍ତ କରି ଡି ଗୁକେଶ ପୁଣି ଚର୍ଚାରେ । ଚେସ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ୱାର୍ଲଡ ନଂ ୱାନ ମାଗନସ୍ କାର୍ଲସେନ୍ ପରାସ୍ତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଚେସ ସେନସେସନ ଖେଳାଳି ଡି ଗୁକେଶ ।ତେବେ ମ୍ୟାଚର ଶେଷ ପରେ ଦୁଇ ଜଣଙ୍କ ପ୍ରତିକ୍ରିୟାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର । ତେବେ ମାଗନସ୍ […]Continue Reading