Home Posts tagged niraj chopra
Odisha News
ହଙ୍ଗେରୀ,୨୮/୮ : ଜଣେ କ୍ରୀଡାବିତ୍ ଭାବେ କୋଟି କୋଟି ଭାରତୀୟଙ୍କୁ ଗୌରବାନ୍ୱିତ କରିଥିବା ନୀରଜ ଚୋପ୍ରା ଏବେ ସଚ୍ଚା ଦେଶପ୍ରେମୀର ପରିଚୟ ଦେଇଛନ୍ତି।ଯାହାକୁ ପ୍ରଶଂସାରେ ପୋତି ପକାଇଛନ୍ତି ପ୍ରଶଂସକ। ଜଣେ ହଙ୍ଗେରୀ ଫ୍ୟାନ୍ସ ତାଙ୍କୁ ଭାରତ ପତାକାରେ ଅଟୋଗ୍ରାଫ ଦେବାକୁ କହିଥିଲେ, କିନ୍ତୁ ଏପରି କରିନାହାନ୍ତି ନୀରଜ। ରାଷ୍ଟ୍ରୀୟ ପତାକାରେ ନିଜର ଦସ୍ତଖତ ନ ଦେବା ତାଙ୍କ ଦେଶପ୍ରମର ପରିଚୟ ଦେଇଛି।ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ସମ୍ମାନଜନକ ୱାର୍ଲ୍ଡ Continue Reading
Sports News
ବୁଦାପେଷ୍ଟ, ୨୮/୮: ଭାରତୀୟ କ୍ରୀଡାରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପର ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ।ଆଉ ଦେଶ ପାଇଁ ଏହି ଗୋଲ୍ଡ ମେଡାଲ ଜିତିଛନ୍ତି ଗୋଲଡେନ୍ ବୟ ନୀରଜ ଚୋପ୍ରା। ପାକିସ୍ତାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ।ବୁଦାପେଷ୍ଟରେ ଅନୁଷ୍ଠିତ ପୁରୁଷ ଜାଭଲିନ୍ ଥ୍ରୋ ଫାଇନାଲରେ ଐତିହାସିକ ସଫଳତା ପାଇଛନ୍ତି ନୀରଜ। ପ୍ରଥମ ଥ୍ରୋ Continue Reading
Seo wordpress plugin by www.seowizard.org.