Home Posts tagged New Year
Odisha News
ପୁରୀ,୩୧/୧୨: ନୂଆ ବର୍ଷ ପାଇଁ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜଗା ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତି ଶ୍ରୀମନ୍ଦିର ଆସିବେ । ତେଣୁ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ୩ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ବ୍ୟାରିକଡକୁ ମଧ୍ୟ ମରିଚିକୋଟ ଛକରୁ ମାର୍କେଟ୍ ଛକ ଯାଏଁ ସଂପ୍ରସାରଣ କରାଯାଇଛି। ସ୍କୁଲ ଛାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅଲଗା ଲାଇନ୍ କରାଯାଇଛି। ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା Continue Reading
Seo wordpress plugin by www.seowizard.org.