Home Posts tagged new delhi.
Odisha News Sports News
ପ୍ୟାରିସ୍, ୬/୮: ଅଲିମ୍ପିକ୍ସରେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗେଟ୍ ଇତିହାସ ସୃଷ୍ଟି କରିଛନ୍ତି । ଭିନେଶ ଫୋଗଟ କ୍ୟୁବାର କୁସ୍ତି ଯୋଦ୍ଧାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ରେସଲର ଯିଏକି ଅଲିମ୍ପିକ୍ ଫାଇନାଲରେ ପ୍ରବେଶ କରିଛନ୍ତି।ମହିଳା ୫୦ କିଲୋଗ୍ରାମ ଓଜନ ବର୍ଗର ସେମିଫାଇନାଲରେ ସେ କ୍ୟୁବାର ଲୋପେଜ ଗୁଜମାନଙ୍କୁ ୫-୦ ରେ ପରାସ୍ତ କରିଛନ୍ତି। ପ୍ରଥମ ରାଉଣ୍ଡ ପର‌୍ୟ୍ୟନ୍ତ ଭିନେଶ ୧-୦ରେ Continue Reading
Seo wordpress plugin by www.seowizard.org.