Home Posts tagged naxalite attarck
Odisha News
ଦାନ୍ତେୱାଡ଼ା,୨୮/୪: କିଛିଦିନର ନିରବତା ପରେ ପୁଣି ଛତିଶଗଡ଼ରେ ମାଓବାଦୀମାନେ ସେମାନଙ୍କ ବର୍ବରତା ଦେଖାଇଛନ୍ତି। ଆରଣପୁର ବିସ୍ଫୋରଣରେ ୧୦ ଜଣ ଯବାନ ସହିଦ ହୋଇଥିବା ବେଳେ କିଛି କରୁଣ ଦୃଶ୍ୟର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।କେଉଁଠି ବାପାକୁ ହରାଇ ପିଲା ଗୁମୁରି ଗୁମୁରି କାନ୍ଦୁଛି ତ କେଉଁଠି ସ୍ବାମୀଙ୍କୁ ହରାଇ ସ୍ତ୍ରୀ। ଭାଇରାଲ୍ ହେଉଥିବା ଏକ ଭିଡିଓକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଯିବ। ଭିଡିଓରେ ଦେଖିବାକୁ ମିଳିଛି Continue Reading
Seo wordpress plugin by www.seowizard.org.