Home Posts tagged naveen patnaik gave resignation to governer
Odisha News
ଭୁବନେଶ୍ୱର,୫/୬: ଚଳିତ ନିର୍ବାଚନର ଫଳାଫଳ ବଦଳାଇ ଦେଇଛି ରାଜ୍ୟ ରାଜନୀତିର ଦୃଶ୍ୟପଟ । ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ ଅଢେଇ ଦଶନ୍ଧିର ଶାସନ କ୍ଷମତା ଆଖି ପିଛୁଳାକେ ଖସିଗଲା। ଭୁଶୁଡ଼ିଗଲା ବିଜେଡ଼ି ଦୁର୍ଗ। ଶେଷରେ ଆଜି ଇସ୍ତଫା ଦେଇଛନ୍ତି ୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢେ୧୧ଟାରେ ନବୀନ ନିବାସରୁ ବାହାରି ରାଜଭବନ ଅଭିମୁଖେ ବାହାରିଥିଲେ। ସେଠାରେ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ Continue Reading
Seo wordpress plugin by www.seowizard.org.