Home Posts tagged nan kills wife in bhadrak
Odisha News
ଭଦ୍ରକ,୧/୬: ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଶେଷ ପର‌୍ୟ୍ୟାୟ ମତଦାନ ଜାରି ଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳରେ ଥିବା ଏକ ମତଦାନ କେନ୍ଦ୍ର ସାମ୍ନାରୁ ଜଣେ ମହିଳାଙ୍କୁ ତାଙ୍କର ସ୍ବାମୀ ଅତି ନୃଶଂସ ଭାବେ ବୁଥ ସାମ୍ନାରେ ହାଣିଛି। ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି। ମୃତ ମହିଳା ହେଲେ ରଶ୍ମିରେଖା ବେହେରା।ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତ ମୁକ୍ତାଡିହି ଗାଁର ପ୍ରଭାକର ରାଉତଙ୍କୁ Continue Reading
Seo wordpress plugin by www.seowizard.org.