ନବରଙ୍ଗପୁର,୧୩/୨ : ମାନସିବ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ । ପ୍ରଥମେ ଏକ ବ୍ଲେଡରେ ନିଜ ଗଳାକୁ କାଟି ଦେଲେ। ପରେ ୨ ମହଲା କୋଠାର ଛାତକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ।ହେଲେ ଠିକ୍ ସମୟରେ ଅଗ୍ନିଶମ କର୍ମଚାରୀଙ୍କ ହସ୍ତକ୍ଷେପ ଯୋଗୁ ଯୁବକଙ୍କ ଜୀବନ ବଞ୍ଚି ଯାଇଥିବା ଜଣାଯାଇଛି। ଏପରି ଅସ୍ୱାଭାବିକ ଘଟଣା ଆଜି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି।ଯୁବକଜଣକଙ୍କ ନାଁ ଶ୍ୟାମ ହରିଜନ ବୋଲି ଜଣାଯାଇଛି। ତାଙ୍କର ମାନସିକ ବିକୃତି ଥିବା ଜଣାପଡ଼ିଥିବା Continue Reading
ନବରଙ୍ଗପୁର,୨୮/୧ : ରାଜ୍ୟର ଲୁପ୍ତପ୍ରାୟ ବାଦ୍ୟ ଯନ୍ତ୍ର ଡୁଙ୍ଗଡୁଙ୍ଗା ମାଧ୍ୟମରେ ଜାତୀୟ ସଂଗୀତ ଧୁନ୍ ବଜାଇ ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁରର ଉଚ୍ଚଶିକ୍ଷିତ ଆନନ୍ଦ କୁମାର ଦାସ।ନବରଙ୍ଗପୁର ସହରର ୧୭ ନମ୍ବର ୱାର୍ଡ ଅଧୀନସ୍ଥ ହିର୍ଲି ଡଙ୍ଗରିରେ ରୁହନ୍ତି ଆନନ୍ଦ। ଛୋଟ ବେଳୁ ହିଁ ସେ ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ପ୍ରତି ଆକୃଷ୍ଟ ହୋଇ ଧୀରେଧୀରେ ତାହାକୁ ବଜାଇବା ଶିଖିଥିଲେ।ସେ ନବରଙ୍ଗପୁର କଲେଜରେ ପ୍ରାଣୀ ବିଜ୍ଞାନ ବିଷୟରେ ସ୍ନାତ୍ତକ ଶିକ୍ଷା Continue Reading
ପ୍ରୀତିଶ ଚନ୍ଦ୍ରଙ୍କ ରିପୋର୍ଟନବରଙ୍ଗପୁର,୧୪/୧: ନବରଙ୍ଗପୁର ବ୍ଲକ ସିନ୍ଧିଗାଁ ଗ୍ରାମପଞ୍ଚାୟତ କୁମଝରରେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀଙ୍କ ଦ୍ୱାରା ବିଦ୍ୟାଳୟରେ ତାଲା ଦେଇ ଧାରଣାରେ ବସିଛନ୍ତି। ପାଠପଢାର ଅବ୍ୟବସ୍ଥା ଚାଲିଥିବା ଗ୍ରାମବାସୀଙ୍କ ଅଭିଯୋଗ ରହିଛି। ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୁମଝର ପ୍ରାଥମିକ ବିଦ୍ୟାଳୟରେ ।ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ୭୦ ଯଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି ।ଏହି Continue Reading
ନବରଙ୍ଗପୁର,୧୧/୧: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟିକିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପିଲାଙ୍କୁ ନେଇ ଯାଉଥିବା ଏକ ପ୍ରାଇଭେଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି । ଜିଲ୍ଲାର ଚନ୍ଦାହାଣ୍ଡି ସଦର ବ୍ଲକର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଫଟକିସ୍ଥିତ ସ୍କୁଲ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସ୍ଟି ମୋହରା ନିକଟରେ ଏକ ଗଛକୁ ପିଟିଦେଲା । ଯାହାଫଳରେ ବସରେ ଥିବା ପ୍ରାୟ ୪୦ ଜଣ Continue Reading
ପ୍ରିତୀଶ ଚନ୍ଦ୍ରଙ୍କ ରିପୋର୍ଟନବରଙ୍ଗପୁର,୮/୧ : ଆଦିବାସୀ ବହୁଳ ନବରଂଗପୁର ଅଞ୍ଚଳ ଚାଷ ସମୃଦ୍ଧ ଓ ଚାଷ ସମ୍ପୃକ୍ତି ପାର୍ବଣରେ ଅନନ୍ୟ ଭାବ ସୃଷ୍ଟି କରେ। କେବଳ ଯେ,ନବରଂଗପୁର ନୁହେଁ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚାଷ ସହିତ ମହାପର୍ବର ସମନ୍ବୟ କାହିଁ କେତେ ଯୁଗରୁ ଆରମ୍ଭ।ଏଠାକାର ଆଦିବାସୀ ଜନଜାତି ମଧ୍ୟରେ ମୁଖ୍ୟତଃ ପରଜା,କନ୍ଧ,ଭତ୍ରା,ଗଣ୍ଡ,ପରଜାଙ୍କ ଜୀବିକା ଚାଷ ହୋଇଥିବା ବେଳେ ମୁଖ୍ୟ ପର୍ବପର୍ବାଣୀ ସବୁ ମଣ୍ଡେଇ,ବାଲି ଯାତ୍ରା, ଦଶହରା,ଦିଆଲି ଓ ପୁଷ Continue Reading
ପ୍ରିତିଶ ଚନ୍ଦ୍ରଙ୍କ ରିପୋର୍ଟନବରଙ୍ଗପୁର,୭/୧: ନବରଙ୍ଗପୁର ଜିଲ୍ଲାର ସମୃଦ୍ଧି ଶିଳ୍ପକୁ ନେଇଁ। କିନ୍ତୁ,ଶିଳ୍ପ ବିହୀନ ଜିଲ୍ଲାର ସାଧାରଣ ଲୋକଙ୍କ ଅବସ୍ଥା ଶିଳ୍ପ ପ୍ରତିଷ୍ଠିତ ରାଜ୍ୟ ଅର୍ଥାତ ଦାଦନ ଆଡକୁ ମୁହାଇଥାଏ। ଏହା ଜିଲ୍ଲା ପାଇଁ ଏକ ଦୂର୍ଭାଗ୍ୟଜନକ ବ୍ୟବସ୍ଥା। ସ୍ବାଧିନତାର ଅମୃତ ମହୋତ୍ସବ ଅବସରରେ ଅନ୍ୟ ଜିଲ୍ଲା ମାନଙ୍କରେ ସମୃଦ୍ଧ ପଥରେ ଅଗ୍ରଗତି ହେଉଥିବା ଦେଖିବାକୁ ମିଳୁଥିବା ବେଳେ ନବରଂଗପୁର ଜିଲ୍ଲା ଅଭିଶପ୍ତ ଓ ସ୍ବାଭିମାନ ଖ୍ୟୁର୍ଣ ହେବାରେ Continue Reading
By Pritish Chandra Nabarangpur, Jan. 6: After 10 teachers of Malkangiri district lost their jobs, it is now the turn of 24 teachers of Nabarangpur district who have been disengaged for remaining absent from their duty for over 12 years. They all have been disengaged from their jobs. These teachers had been absent from their […]Continue Reading
ନବରଙ୍ଗପୁର, ୩/୧୨: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଣେ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି।ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୫ ଜଣ ଯୁବକ କାରରେ ଉମରକୋଟରୁ ନବରଙ୍ଗପୁରକୁ ଯାଉଥିଲେ। ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ଏହି ସମୟରେ ଏକ ଗଛକୁ ସେହି କାରଟି ପିଟିଥିଲା। ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ କାରରେ ଥିବା ୪ […]Continue Reading
ପ୍ରିତିଶ ଚନ୍ଦ୍ରଙ୍କ ରିପୋର୍ଟନବରଙ୍ଗପୁର, ୧୨/୧୧ : ନବରଙ୍ଗପୁର ଆପ୍ର- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୨ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେ ଗୋଟିଏ (୧) ଏମ.ଏ.ସି.ଟି. କେସ ଫଇସଲା କରି ଟ.୪,୦୦,୦୦୦/- ଟଙ୍କା Continue Reading
ନିତିଶ ଚନ୍ଦ୍ରଙ୍କ ରିପୋର୍ଟ ନବରଙ୍ଗପୁର, ୧୦/୧୧: ଡାବୁଗାଁ ଥାନା ଅଧୀନ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଏକ ଦଶମ ଶ୍ରେଣୀର ଛାତ୍ର ସୋମବାର ନିଖୋଜ ହୋଇଯାଇଥିବା ଖବର ପ୍ରକାଶ ପାଇଥିଲା। ଖବର ପାଇ ଛାତ୍ରଙ୍କ ବାପା ମଙ୍ଗଳବାର ଡାବୁଗାଁ ଥାନାରେ ଅଭିଯୋଗ ଆଣିଥିଲେ। ଏହା ପରେ ବୁଧବାର ସକାଳ ସମୟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ମାନଗାଁ ସ୍ଥିତ ଅଙ୍ଗିନଦି କୁଳରୁ ମିଳିଥିଲା।ସୂଚନା ଯୋଗ୍ୟ ଡାବୁଗାଁ ଥାନା ଅଧୀନ Continue Reading