Home Posts tagged Nabarangpur
Odisha News
ନବରଙ୍ଗପୁର,୨୨/୨: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ନବରଙ୍ଗପୁରରେ ପହଞ୍ଚିଛନ୍ତି। ଏଠାରେ ଆୟୋଜିତ ଏକ ସଭାରେ ସମ୍ବୋଧିତ କରି ସେ କହିଛନ୍ତି, ‘ଓଡ଼ିଶାକୁ ବି ଡବଲ ଇଞ୍ଜିନ ସରକାର ଦରକାର’। ସେ ଆହୁରି ମଧ୍ୟ କହିଛନ୍ତି, ଭାଜପା ଏମିତି ଏକ ପାର୍ଟି, ଯାହା କହେ, ତାହା କରେ।ସେ ତାଙ୍କ ଅଭିଭାଷଣରେ କହିଛନ୍ତି, ନିର୍ବାଚନର ସବୁ ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳନ କରିଛୁ। ଯାହା ଘୋଷଣାପତ୍ରରେ କହିଥିଲୁ, ତାହା ପୂରଣ କରିଛୁ। ତିନ୍ ତଲାକ୍ Continue Reading
Odisha News
ନବରଙ୍ଗପୁର, ୩୧/୧: ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଏକ ଏସ୍ବିଆଇ ଏଟିଏମରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୁତ୍ତ ଏଟିଏମ୍ ମେସିନକୁ କଟର୍ରେ କାଟି ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି।କଟର ରେ କାଟିଥିବାରୁ ଏଟିଏମ୍ରେ ନିଆଁ ଲାଗି ଥିବା ବେଳେ ଖବର ପାଇଁ ନବରଙ୍ଗପୁର ପୁଲିସ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଏଟିଏମ୍ ତଳେ ପଡ଼ିଥିବା କିଛି ଟଙ୍କା ନିଆଁରେ ପୋଡି ଯାଇଥିବାରୁ ଦୁର୍ବୁତ୍ତମାନେ ଉକ୍ତ ଟଙ୍କାକୁ ଛାଡି Continue Reading
Odisha News
ନବରଙ୍ଗପୁର, ୧୬/୧ : କର୍ମଚାରୀଙ୍କୁ ବାହାର କରି ବ୍ଲକ ଅଫିସ୍ରେ ତାଲା ପକାଇଲେ ଜନପ୍ରତିନିଧି। ବିଡିଓଙ୍କ ବଦଳି ନହେଲା ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ଜନପ୍ରତିଧିମାନେ ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି। ଆଜି ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡା ବ୍ଲକ ଅଫିସ୍ରେ ଦେଖିବାକୁ ମିଳିଛି।ନନ୍ଦାହାଣ୍ଡି ବ୍ଲକ୍ର ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ଜନ ପ୍ରତିନିଧିଙ୍କୁ ସରକାରୀ ଯୋଜନା ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି। ଲୋକ ଦେଖାଣିଆ ଭାବେ ବୈଠକ Continue Reading
Odisha News
ନବରଙ୍ଗପୁର,୧୯/୧୨: ସ୍ଥାନୀୟ ଇଣ୍ଡଷ୍ଟ୍ରିଆଲ ଡଭ୍ଲପ୍ମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆଇଡିବିଆଇ) ବ୍ୟାଙ୍କ ଶାଖାରୁ ୧ କୋଟି ଟଙ୍କା ହଡପ ମାମଲାର ଫର୍ଦ୍ଦାଫାସ କରିଛି ପୁଲିସ। ମ୍ୟାନେଜର ଅଞ୍ଜନ କୁମାର ଶତପଥୀଙ୍କୁ ଗିରଫ କରିଛି ପୁଲିସ।ବ୍ୟାଙ୍କ ମେନେଜର ନିଜ ପଦବିର ଅପବ୍ୟବହାର କରି ବ୍ୟକ୍ତିଗତ ଋଣ ପରିଶୋଧ ପାଇଁ ବ୍ୟାଙ୍କରୁ କୋଟିଏ ଟଙ୍କା ହଡ଼ପ କରିଛନ୍ତି ବ୍ୟାଙ୍କ ମ୍ୟାନେଜର। ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି ନବରଙ୍ଗପୁର ଥାନା Continue Reading
Odisha News
ନବରଙ୍ଗପୁର,୨୪/୧୧: ଭିଜିଲାନ୍ସ ଜାଲରେ ଅବକାରୀ ସୁପରିଟେଣ୍ଡେଣ୍ଟ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।ଗଙ୍ଗାଙ୍କ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ପୈତୃକ ଘରେ, ନବରଙ୍ଗପୁର ସ୍ଥିତ ଡି ଏସ୍-ଥ୍ରୀ ସିନେମା ହଲ ନିକଟରେ ଥିବା ଭଡ଼ା ଘରେ ଓ ଅଫିସ ସମେତ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ଭିଜିଲାନ୍ସ ବିଭାଗର ୫ଟିମ୍ ସାମିଲ Continue Reading
Odisha News
ନବରଙ୍ଗପୁର,୧/୯ : ସମ୍ପର୍କୀୟଙ୍କ ଶବ ସତ୍କାର କରିବାକୁ ଶ୍ମଶାନକୁ ଯାଇଥିବା ଜଣେ ବ୍ୟକ୍ତି ନିଜେ ପାଲଟିଗଲେ ଶବ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ରଇନୁ ନାୟକ (୪୦)।ଝରିଗାଁ ଅଞ୍ଚଳର ସୁଲୋଚନା ନାୟକ ନାମକ ଜଣେ ବୃଦ୍ଧାଙ୍କର ଆଜି ପରଲୋକ ହୋଇଥିଲା। ତାଙ୍କ ଶବ ସତ୍କାର କରିବାକୁ ଦିନ ପ୍ରାୟ ୧୧ଟା ବେଳେ ତାଙ୍କ ସମ୍ପର୍କୀୟ ଓ ପାଖ ପଡ଼ିଶା ଲୋକେ ଶ୍ମଶାନରେ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ରଇନୁ ମଧ୍ୟ Continue Reading
Odisha News
ଉମରକୋଟ,୧୦/୮ : ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ। ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ। ଏପରି ଏକ ଅଭାବନୀୟ ଘଟଣା ବିଳମ୍ୱିତ ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଙ୍ଗୀୟ ଖ।ଣ୍ଡା ଗ୍ରାମରେ ଘଟିଛି।ସୂଚନା ଅନୁସାରେ ସମୀର ରାୟ(୨୫) ପ୍ରତିଦିନ ପ୍ରଚୁର ମଦ ପିଇ ଘରକୁ ଆସି ଗଣ୍ଡଗୋଳ କରେ। ଏଥିପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। କାଲି ମଧ୍ୟ ରାତି ପ୍ରାୟ ସାଢେ ଏଗାରଟା ସମୟ ରେ ସମୀର ମଦ ପିଇ ଘରକୁ ଆସି […]Continue Reading
Odisha News
ନବରଙ୍ଗପୁର,୩୦/୬ : ମେଡିକାଲରୁ ଘରକୁ ଫେରିଲା ବେଳେ ଗଛରେ ପିଟିହେଲା କାର୍। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତରେ ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସନି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।ମୃତକ ହେଲେ ରାଇଘର ଥାନା ଅନ୍ତର୍ଗତ ଛତାବେଡା ଗ୍ରାମର ଗାଡ଼ି ଚାଳକ ସୁରେଶ ମଣ୍ଡଳ, ସୋନପୁର ଗ୍ରାମର ଗୌରାଙ୍ଗ ରାୟ ଓ ଉମରକୋଟ ଥାନା ଅନ୍ତର୍ଗତ ଅଞ୍ଚଳ ଗ୍ରାମର ସତ୍ୟରଞ୍ଜନ Continue Reading
Odisha News
ନବରଙ୍ଗପୁର/ ଭୁବନେଶ୍ୱର,୨୩/୬: ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ରାଜଧାନୀର କାନନ ବିହାରସ୍ଥିତ ବାସଭବନରେ ଚଢ଼ଉ କରିବାକୁ ପହଞ୍ଚିଥିଲା। ସେତିକିବେଳେ ପ୍ରଶାନ୍ତ କୁମାର ରାଉତଙ୍କ ପଡ଼ୋଶୀଙ୍କ ଛାତ ଉପରୁ ଠୋଠା ଶବ୍ଦ ଶୁଭିଲା। ଭିଜିଲାନ୍ସ ଟିମ୍ କାଳ ବିଳମ୍ବ ନ କରି ପଡ଼ୋଶୀଙ୍କ କଲିଂ ବେଲ୍ ଚିପି ଡାକିଥିଲେ।ପଡ଼ୋଶୀ ମଧ୍ୟ ଗେଟ୍ ଖୋଲିଲେ। ହେଲେ ସେ କିଛି ବୁଝିପାରି ନଥିଲେ। ଭିଜିଲାନ୍ସ Continue Reading
Odisha News
ନବରଙ୍ଗପୁର,୨୩/୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଶାନ୍ତଙ୍କ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ୱର ସ୍ଥିତ କାନନ ବିହାର ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି। ପ୍ରଶାନ୍ତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ Continue Reading
Seo wordpress plugin by www.seowizard.org.