Home Posts tagged murder charges
Odisha News
ରାଉରକେଲା,୧୦/୬ : ରାଉରକେଲାର ଉଦିତନଗର ଥାନା ଶୀତଳପଡ଼ା ବସ୍ତିରେ ଆଜି ସକାଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜନ୍ମକଲା ବାପ ୫ ବର୍ଷର ଶିଶୁପୁତ୍ରକୁ ମାରି ଟାଙ୍ଗିଦେଇଥିବା କୁହାଯାଉଛି। ଏଣେ ଅଭିଯୁକ୍ତ ବାପାକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ଅଭିଯୁକ୍ତର ନାଁ ରାଜୁ ଲାକ୍ରା ବୋଲି ଜଣାଯାଇଛି।ସୂଚନା ଅନୁଯାୟୀ ରାଜୁ ଓ ତା ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା। ସ୍ତ୍ରୀର ପରକୀୟା ସଂପର୍କକୁ ନେଇ ସେ କ୍ଷୁବ୍ଧ ଥିଲା। Continue Reading
Odisha News
ବଲାଙ୍ଗିର,୧/୪: ସାତ ଜନମର ସାଥୀ ହେବା ପାଇଁ ସଙ୍ଗୀତାଙ୍କ ସିନ୍ଥିରେ ସିନ୍ଦୂର ଦେଇଥିଲେ ସାଧୁ। ହେଲେ ଏଇ ଜନମରେ ବାଇକ୍ଟିଏ ପାଇଁ ସାତ ଜନମର ସାଥୀକୁ ମାରିଦେଲା ସ୍ୱାମୀ!ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରୁ। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।ପାଟଣାଗଡ଼ ଲରମ୍ଭାଥାନା ଇନ୍ଦପୁର ଗାଁର ସାଧୁ ଚରଣ ଛତର ୨୦୧୮ ମସିହା ଏପ୍ରିଲ୍ ୨୫ Continue Reading
Odisha News
ରାଉରକେଲା, ୨୨/ ୬: ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଥାନାର ଖୁଟୁଗାଁ ଗ୍ରାମରେ ଘରୋଇ କଳିକୁ ନେଇ ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଛି।ଖୁଟୁଗାଁ ଗ୍ରାମର ବିଶୁ କୁମୁରା ଏବଂ ବାଡ଼ି କୁମୁରା ଦୁଇ ଭାଇ ଏକାଠି ରହୁଥିବାବେଳେ ବିଳମ୍ବିତ ରାତିର ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା।ଏଥିରେ ବଡ଼ ଭାଇ ରାଗି ଯାଇ ଟାଙ୍ଗିଆରେ ସାନ ଭାଇକୁ ହତ୍ୟା କରିଥିଲା। ପରେ ସେଠାରୁ ଫେରାର ହେଉଥିବା ବେଳେ ଗ୍ରାମବାସୀ ତାକୁ ସେଠାରେ ଅଟକ ରଖିଥିଲେ।ବୁଧବାର ସକାଳେ Continue Reading
Odisha News
ଦେବଗଡ଼ ୧୮/୫ : ସଂପର୍କରେ ଦାଗ । ବୁଝିଲାନି ବାପା ଓ ପୁଅର ସଂପର୍କ । ନିଶାସକ୍ତ ଅବସ୍ଥାରେ ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ ଘଟିଛି।ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ । ମୃତକ ହେଲେ ଗୋଲବଦନ ପାତ୍ର, ତାଙ୍କ ବୟସ ୩୨ ବର୍ଷ ବୋଲି ଅନୁମାନ କରାଯାଉଛି ।ଖବର ଅନୁଯାୟୀ, ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ଓ ତାଙ୍କର ପୁଅ ଗୋଲବଦନ ମଧ୍ୟରେ ମଙ୍ଗଳବାର […]Continue Reading
Odisha News
ସିମୁଳିଆ, ୨/୪: ବାଲେଶ୍ବର ଜିଲ୍ଲାର ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟ ବିଲ ଭିତରୁ ଜନୈକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।ଏଣେ ତାଙ୍କ ସ୍ତ୍ରୀ ବି ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ମିଳିଥିବା ସୂଚନା ଅନୁଯାୟୀ, ସିମୁଳିଆ ଥାନା ବାଲିଖଣ୍ଡ ବଜାରରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ପତ୍ରୀ ଓ Continue Reading
Seo wordpress plugin by www.seowizard.org.