Home Posts tagged murder case in nayagarh
Odisha News
ନୟାଗଡ଼,୨୦/୨: ପଡ଼ୋଶୀ ଠେଙ୍ଗାରେ ପିଟିପିଟି ଜଣେ ଯୁବକଙ୍କୁ ହତ୍ୟା କରିଥିବାର ଖବର ମିଳିଛି। ଏହି ଘଟଣାରେ ମୃତକର ସାନଭାଇ ଆହତ ହୋଇଛି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ କାଦୁଆପଡ଼ା ଗାଁରେ।ସୂଚନା ଅନୁଯାୟୀ, କାଦୁଆପଡ଼ା ଗାଁର ଶରତ କୁମାର ପଣ୍ଡା ଓ ଗୋବିନ୍ଦ ପ୍ରଧାନ ଦୁହେଁ ପଡ଼ୋଶୀ। ଉଭୟ ଲୁହା କବାଡ଼ିଆ ବେପାର କରନ୍ତି। ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ଭିତରେ ବ୍ୟାବସାୟିକ କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ଗୋବିନ୍ଦ ପ୍ରଧାନ Continue Reading
Seo wordpress plugin by www.seowizard.org.