Home Posts tagged Mumbai (Bombay) (Page 2)
Odisha News
ମୁମ୍ବାଇ, ୮/୫ : କଙ୍ଗନା ରଣାୱତ୍ଙ୍କ ଚର୍ଚ୍ଚିତ ତଥା କଣ୍ଟ୍ରୋଭର୍ସି ଶୋ’ର ଗ୍ରାଣ୍ଡ ଫାଇନ୍ ଗତକାଲି ସରିଛି । ‘ଲକ୍ ଅପ୍’ ଶୋ’ର ପ୍ରଥମ ସିଜିନର ବିଜେତା ମଧ୍ୟ ମିଳି ଯାଇଛନ୍ତି । ପ୍ରତିଯୋଗୀ ମୁନୱର ଫାରୁକି ଏହି ଟାଇଟଲ ହାସଲ କରିଛନ୍ତି। ଶନିବାର ରାତିରେ ଏହି ଶୋ’ର ଗ୍ରାଣ୍ଡ ଫାଇନାଲ୍ ହୋଇଥିଲା ଯେଉଁଥିରେ କଙ୍ଗନା ପ୍ରତିଯୋଗୀ ମୁନୱର ଫାରୁକିଙ୍କୁ ବିଜେତା ଘୋଷଣା କରିଥିଲେ ।ତେବେ ଶୋ’ରେ ପାୟଲ ରୋହତଗିଙ୍କୁ ପରାସ୍ତ କରି ମୁନୱାର ଏହି ବିଜୟ […]Continue Reading
Seo wordpress plugin by www.seowizard.org.