Home Posts tagged Mukesh Ambani
Top Stories
ମୁମ୍ବାଇ, ୨୮/୬: ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱ ତଥା ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ।ସେ ନିର୍ଦ୍ଦେଶ ପଦ ଛାଡ଼ିବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହାର ଅର୍ଥ ଏଣିକି ଆକାଶ ଅମ୍ବାନୀଙ୍କ ନିର୍ଦ୍ଦେଶରେ ଜିଓ ପରିଚାଳିତ ହେବ।ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଡିଜିଟାଲ ସଂସ୍ଥା ରିଲାଏନ୍ସ ଜିଓ ଇନଫୋକମ ଲିଃ କହିଛି ଯେ ମୁକେଶ ଅମ୍ବାନୀ କମ୍ପାନୀର ନିର୍ଦ୍ଦେଶକ ପଦରୁ ଜୁନ୍ Continue Reading
Seo wordpress plugin by www.seowizard.org.