Home Posts tagged monkey pox case
Odisha News
ଭୁବନେଶ୍ୱର, ୨୯/୭: ଯେଉଁଠି ଲକ୍ଷଣ ବାହାରୁଛି, ସେଠି ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶା କର୍ମୀ ଏବଂ ଏଏନଏମ କର୍ମୀ ମଧ୍ୟ ରହିଛନ୍ତି। ଲକ୍ଷଣ ଆସିଲେ ସେମାନଙ୍କୁ ଖବର ଦେଇପାରିବେ। ଯେଉଁ ଗାଇଡ ଲାଇନ୍ ଦିଆଯାଇଛି ତାକୁ ନେଇ ସତର୍କ ରହିବା ଆବଶ୍ୟକ।ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଟେଷ୍ଟ କରି ଆଇସୋଲେସନରେ ରୁହନ୍ତୁ। ଯଦି ଜ୍ଵର ହେଇ ଗଳାରେ ଗୁଳା ହୁଏ, ହାତ ଓ ଗୋଡ ଆଗ ଜାଗାରେ ଘା ହୋଇ […]Continue Reading
Odisha News
ନୂଆଦିଲ୍ଲୀ ୧୫/୬: ମଙ୍କିପକ୍ସକୁ ନେଇ ସାରା ବିଶ୍ବରେ ବଢୁଛି ଚିନ୍ତା । ମଙ୍କିପକ୍ସକୁ ହେଲ୍ ଥ ଏମର୍ଜେନ୍ସି ଘୋଷଣା କରିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, WHO।ମଙ୍କିପକ୍ସକୁ ହେଲ୍ ଥ ଏମର୍ଜେନ୍ସି ଘୋଷଣା ସଂପର୍କରେ ଆସନ୍ତା ୨୩ ତାରିଖରେ ଜରୁରୀ ବୈଠକ ଡାକ୍ତିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମଙ୍କିପକ୍ସକୁ ଚିନ୍ତାଜନକ ବୋଲି କହିଛନ୍ତି WHO ମୁଖ୍ୟ ।୨୦୨୦ ଜାନୁଆରୀ ୩୦ରେ କରୋନାକୁ ହେଲଥ ଏମର୍ଜେନ୍ସି ଭାବେ ଘାେଷଣା କରିଥିଲା WHO । ବ୍ରିଟେନରୁ ଏଯାଏ ୪୭୦ Continue Reading
Top Stories
ନୂଆଦିଲ୍ଲୀ, ୨୮/୫: ସାରା ବିଶ୍ବରେ ଦ୍ରୁତ ଗତିରେ ବ୍ୟାପୁଥିବା ମଙ୍କିପକ୍ସ ରୋଗ ସାଦାରଣ ଲୋକ ଏବଂ ସରକାରଙ୍କ ଚିନ୍ତା ବଢାଇଦେଇଛି । ଭାରତରେ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ମାମଲା ସାମ୍ନାକୁ ଆସିନାହିଁ ।ମାତ୍ର ସରକାର ଏଥିରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏ ଭିତରେ ଭାରତର ଏକ ପ୍ରମୁଖ କମ୍ପାନୀ ଏହି ରୋଗର ଯାଞ୍ଚ ପାଇଁ ନୂଆ RT-PCR କିଟ୍ ଲଞ୍ଚ କରିଛି ।ଶୁକ୍ରବାର ଦିନ ଔଷଧ ଉପକରଣ ପ୍ରସ୍ତୁତ କରୁଥିବା ଏହି […]Continue Reading
Odisha News
ନୂଆଦିଲ୍ଲୀ,୨୧/୫: କରୋନା ପରି ମଙ୍କିପକ୍ସ ବି ମହାମାରୀ ଘୋଷଣା ହେବ କି ? ମାନବ ସମାଜ ପାଇଁ ଏହା ସାଜିବକି ଘାତକ? କିପରି ରହିବ ଏହାର ରୂପରେଖ ? ଏହାକୁ ଗମ୍ଭୀରତାର ସହ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସବିଶେଷ ଆଲୋଚନା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ।କରୋନା ମହାମାରୀ ସମଗ୍ର ବିଶ୍ୱବାସୀଙ୍କ ଉପରେ ଏକ ଶକ୍ତ ପ୍ରହାର ସଦୃଶ ଥିବା ବେଳେ ଏବେ ଅଣ୍ଟା ସଳଖୁଥିବା ମାନବ ଜାତି ପାଇଁ ପୁଣି ଥରେ ଦେଖା ଦେଲାଣି […]Continue Reading
Seo wordpress plugin by www.seowizard.org.