Home Posts tagged MLA Pritiranjan Ghadai
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୬/୮: ସୁକିନ୍ଦା ବିକାଶରେ ଆପଣ ମାନଙ୍କ ଅବଦାନ ଅତୁଳନୀୟ । ବିଗତ ଦିନରେ ସୁକିନ୍ଦା ବିକାଶ କେବଳ ଆପଣ ମାନଙ୍କ ଦ୍ୱାରା ସମ୍ଭବ ହୋଇଛି । ବିଜୟ ପରାଜୟ ରାଜନୀତିର ଅଂଶ । ପରାଜୟ କୁ ଭୁଲି ଆଗଜୁ ବଢିବା ଆଜି ସମୟର ଆହ୍ୱାନ ।ସଙ୍ଗଠିତ ହୁଅନ୍ତୁ ଆଗକୁ ବଢ଼ନ୍ତୁ । ସବୁ ସମୟରେ ଆପଣଙ୍କ ସାଥିରେ ମୁଁ ଥିଲି, ଅଛି ଓ ରହିବି ମଧ୍ୟ । ଆଜି ସୁକିନ୍ଦାଗଡ଼ ପଞ୍ଚାୟତରେ ଆୟୋଜିତ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୭/୧୦ : ମନ୍ତ୍ରୀ ଇଂ ପ୍ରିତୀରଞ୍ଜନ ଘଡାଇଙ୍କ ଜନ୍ମ ଦିନ ପାଳିଲା ସୁକିନ୍ଦା-ଦାନଗଦୀ ବିଜୁ ଜନତା ଦଳ। ଏହି ଅବସରରେ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲାଏଥିରେ ୧୬୭ ଜଣ ରକ୍ତଦାତା, ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ସହାୟତାରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ଡୁବୁରୀ ଠାରେ ୫୧ ଜଣ ରକ୍ତଦାନ ଦେଇଛନ୍ତି । ସେହିଭଳି ଦାନଗଦୀ ବିଜେଡି ପାର୍ଟି ଅଫିସରେ ୧୧୬ ଜଣ ରକ୍ତ Continue Reading
Seo wordpress plugin by www.seowizard.org.