Home Posts tagged missile
Odisha News
ଭୁବନେଶ୍ଵର,୨୩/୮: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ) ଏବଂ ଭାରତୀୟ ନୌସେନାର ମିଳିତ ସହଯୋଗରେ ମଙ୍ଗଳବାର ଭର୍ଟିକାଲ ଲଞ୍ଚ ସଟ୍ ରେଞ୍ଜ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରୁଥିବା କ୍ଷେପଣାସ୍ତ୍ର(ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ରେଞ୍ଜରୁ ଏହି ପରୀକ୍ଷା କରାଯାଇଛି। ଆଶା ମୁତାବକ କ୍ଷେପଣାସ୍ତ୍ର ସଠିକ୍ ଲକ୍ଷ୍ୟଭେଦ କରିଛି। ମିସାଇଲ ନିଜର ଗତି ଏବଂ ମାରକ କ୍ଷମତା ପାଇଁ Continue Reading
Seo wordpress plugin by www.seowizard.org.