Home Posts tagged microsoft ceo satya nadella
Odisha News
ନୂଆଦିଲ୍ଳୀ,,୧୭/୫: ମାଇକ୍ରୋସଫ୍ଟ କର୍ମଚାରୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ସେମାନଙ୍କର ଦରମା ଦୁଇ ଗୁଣ ବଢ଼ିବାକୁ ଯାଉଛି। ଏ ନେଇ ସୂଚନା ପ୍ରଦାନ କରିଛନ୍ତି କମ୍ପାନିର ସିଇଓ ସତ୍ୟ ନାଡେଲା। ସେ ତାଙ୍କର କର୍ମଚାରୀମାନଙ୍କୁ ଏକ ଇମେଲ୍ କରି ସୂଚନା ଦେଇଛନ୍ତି ଯେ କମ୍ପାନି ସେମାନଙ୍କ ଦରମା ପାଖାପାଖି ଦ୍ବିଗୁଣ କରିବାର ଯୋଜନା କରିଛି। କର୍ମଚାରୀମାନଙ୍କ ଇସ୍ତଫାକୁ ରୋକିବାକୁ କମ୍ପାନି ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।ସିଇଓ ତାଙ୍କ Continue Reading
Seo wordpress plugin by www.seowizard.org.