Home Posts tagged metro train
Odisha News
ଭୁବନେଶ୍ବର,୨୦/୧୧ : ଭୁବନେଶ୍ବରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିଃ ଓ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିଃ ମଧ୍ୟରେ ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ଚୁକ୍ତି ଓଡ଼ିଶାର ପରିବହନ ଇତିହାସରେ ଏକ ନୂତନ ଯୁଗର ଆବିର୍ଭାବର Continue Reading
Odisha News
ଭୁବନେଶ୍ୱର,୧/୪: ଦୁଇ ବର୍ଷ ତଳେ ରାଜ୍ୟ ସରକାର ବିଧାନସଭାରେ କହିଥିଲେ ଯେ ୨୦୪୧ ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ମେଟ୍ରୋ ଟ୍ରେନ୍ ଗଡ଼ି ପାରିବ ନାହିଁ।ସର୍ଭେ ରିପୋର୍ଟ ଆଧାରରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଏହି କଥା କହିଥିଲେ। ସେହିପରି ୫ ଦିନ ତଳେ ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ କୌଶଲ କିଶୋର କହିଥିଲେ ଯେ ଭୁବନେଶ୍ୱର-କଟକ ସହର ଭିତରେ ମେଟ୍ରୋ ଟ୍ରେନ ଚଳାଚଳ Continue Reading
Seo wordpress plugin by www.seowizard.org.