Home Posts tagged mca student murder case
Odisha News
ଭୁବନେଶ୍ବର, ୬/୭: ଭୁବନେଶ୍ୱର ଏମ୍ସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ତାଙ୍କ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାଶଙ୍କୁ ଅଟକ ରଖିଛି ସହିଦନଗର ଥାନା ପୁଲିସ।ଆଶ୍ରିତାଙ୍କ ସୁଇସାଇଡ୍ ନୋଟ୍ରେ ତାଙ୍କ ପୁରୁଷ ବନ୍ଧୁଙ୍କ ନାମ ଉଲ୍ଳେଖ ରହିଥିଲା। ସେ ଆଶ୍ରିତାଙ୍କୁ ନିର୍ଯାତନା ଦେଉଥିବାରୁ ଆଶ୍ରିତା ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ଥିଲା।ସତ୍ୟ ଓ ଆଶ୍ରିତାଙ୍କ ମଧ୍ୟରେ ୯ ବର୍ଷର ପ୍ରେମ ସମ୍ପର୍କ। ଉଭୟ ଗୋଟିଏ ଗାଁର। ସତ୍ୟ ପ୍ରକାଶ Continue Reading
Seo wordpress plugin by www.seowizard.org.