Home Posts tagged matric exam (Page 2)
Odisha News
କଟକ,୫/୧: ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଆୟୋଜିତ ହେବ। ମାଟ୍ରିକ ପରୀକ୍ଷାକୁ ନେଇ ପ୍ରେସମିଟରେ ଆଜି ଏପରି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ।ଚଳିତ ବର୍ଷ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଶେଷ ହୋଇଯାଇଥିବା ବେଳେ ରେଜଲ୍ଟ ପ୍ରକାଶ ପାଇନି। ଆସନ୍ତା ୧୦ ଦିନ ଭିତରେ ସମେଟିଭ-୧ ପରୀକ୍ଷାର ଫଳ ବାହାରିବ । ଯେଉଁମାନେ ସମେଟିଭ-୧ ପରୀକ୍ଷା ଦେଇଛନ୍ତି ସେମାନେ ସମେଟିଭ-୨ […]Continue Reading
Odisha News
ଭୁବନେଶ୍ୱର ୨୯।୪ : ଆଜିଠୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠୁ ଆରମ୍ଭ ହେବ।ଏହା ମେ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଗ୍ରୀଷ୍ମ ପ୍ରଭାବ ପାଇଁ ଦ୍ବିତୀୟ ସିଟିଂରେ ହେବାକୁ ଥିବା ମଧ୍ୟମା ଓ ମୁକ୍ତବିଦ୍ୟାଳୟର ତିନିଟି ପରୀକ୍ଷା ସୂଚୀକୁ ବଦଳାଇ ପ୍ରଥମ ସିଟିଂକୁ ଅଣାଯାଇଛି।ପ୍ରଥମ ସିଟିଂପରୀକ୍ଷା ସକାଳ ୮ଟାରୁ ୧୦ଟା ମଧ୍ୟରେ ହେବ। ପ୍ରଥମ ଦିନ Continue Reading
Odisha News
ଭୁବନେଶ୍ୱର ,15/3: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ(ଏସ୍‌ଏ-୨), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଏପ୍ରିଲ୍ ୨୯ରୁ ଆରମ୍ଭ ହୋଇ ମେ ୭ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ୍ ପରୀକ୍ଷା କେବଳ ପ୍ରଥମ ସିଟିଂରେ ହେବ। ମୋଟ ୮୦ ନମ୍ବର ପରୀକ୍ଷା ହେବ ଓ ପରୀକ୍ଷାର ଅବଧି ୨ ଘଣ୍ଟା ରହିବ (ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍‌)। ପିଲାମାନେ ନିଜ ସ୍କୁ‌ଲରେ ପରୀକ୍ଷା ଦେବେ। ଯେଉଁ ସ୍କୁଲରେ ପରୀକ୍ଷା ହୋଇପାରିବ ନାହିଁ, ସେସ୍କୁଲ Continue Reading
Odisha News
ଭୁବନେଶ୍ୱର,୧୧/୩: ଆସନ୍ତା ଏପ୍ରିଲ ମାସରେ ହେବ ମାଟ୍ରିକ୍ ପରୀକ୍ଷା। ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୬ ଯାଏଁ ଏହି ପରୀକ୍ଷା ଚାଲିବ। ଏହି ସମ୍ମେଟିଭ୍-୨ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ।ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ। କରୋନା ମହାମାରୀ କମିଥିବା ବେଳେ ଯଥାସମ୍ଭବ ଅଫ୍ଲାଇନ୍ରେ ପରୀକ୍ଷା ହେବ। ମ୍ୟାଟ୍ରିକ୍ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ Continue Reading