Home Posts tagged Manas Murder Case:
Odisha News
ଚାନ୍ଦବାଲି, ୯/୭: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ଘଟଣାରେ ଚାର୍ଜସିଟ୍ ଦାଖଲ ହୋଇଛି ।ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ୮ ଜଣ ଅଭିଯୁକ୍ତଙ୍କ ନାଁରେ ୯୦୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ସେଥିରେ ୩୪ ଜଣ ସାକ୍ଷୀ ରହିଛନ୍ତି । ଏହି ସାକ୍ଷୀଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି ।ତେବେ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଚାନ୍ଦବାଲି କୋର୍ଟରେ ଚାର୍ଜସିଟ୍ Continue Reading
Odisha News
ଭୁବନେଶ୍ୱର/ଚାନ୍ଦବାଲି ୧୩/୪ : ବହୁ ଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟା ମାମଲା । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ହେଲା ବୟାନ ରେକର୍ଡ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ୧୬୪ ଆଧାରରେ ବୟାନ ରେକର୍ଡ ହେଉଛି । ଏହାପରେ ଅଭିଯୁକ୍ତମାନଙ୍କର ଟିଆଇ ପରେଡ୍ ହେବ ବୋଲି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।ସେହିପରି ୩ ଜଣ ସାକ୍ଷୀ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ । ଟିଆଇ ପରେଡ୍ ମାଧ୍ୟମରେ ଅଭିଯୁକ୍ତଙ୍କୁ ସାକ୍ଷୀମାନଙ୍କ ସମ୍ମୁଖରେ ଉପସ୍ଥିତ କରିବା ପରେ Continue Reading
Odisha News
କଟକ, ୭/୪: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ ।ଅଧିକ ରିମାଣ୍ଡ ନେବାକୁ ମନା କଲା କ୍ରାଇମବ୍ରାଞ୍ଚ । ଫଳରେ ଜେଲ୍ ଯାଇଛନ୍ତି ଏହି ଦୁଇ ଅଭିଯୁକ୍ତ । ଆସନ୍ତା ୧୧ ଉଭୟଙ୍କୁ କୋର୍ଟରେ ହାଜର କରାଯିବ ।ସୂଚନା ଥାଉକି, ଆଜି କୋର୍ଟରେ ହାଜର ହୋଇଥିଲେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । କଡା ସୁରକ୍ଷା ମଧ୍ୟରେ ଉଭୟଙ୍କୁ ଚାନ୍ଦବାଲି କୋର୍ଟକୁ […]Continue Reading
Odisha News
ଭୁବନେଶ୍ୱର, ୬/୪: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଭିଯୁକ୍ତଙ୍କୁ ଘନଘନ ଜେରା କରୁଛି କ୍ରାଇମବ୍ରାଞ୍ଚ। ଜେରା ବେଳେ ହତ୍ୟା ମାମଲାରେ ନୂଆ ତଥ୍ୟ କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଛି । ମାନସକୁ ଶର୍ମିଷ୍ଠା ଓ ନିରଞ୍ଜନ ପୂର୍ବରୁ ମଧ୍ୟ ଥରେ ମାଡ଼ ମାରିଥିବା ଜେରା ବେଳେ ଜଣାପଡ଼ିଛି ।ଜାନୁଆରୀ ୧୦ ପରଠାରୁ ମାନସ ଦୟାଲ ଆଶ୍ରମରେ ରହୁଥିଲେ । ଜାନୁଆରୀ ୩୦ ତାରିଖରେ ଶର୍ମିଷ୍ଠା ଏବଂ ନିରଞ୍ଜନ ମାନସଙ୍କ ସଂପୂର୍ଣ୍ଣ ଅଫିସ୍କୁ ଡକାଇଥିଲେ । ସେଠାରେ Continue Reading
Odisha News
ଭୁବନେଶ୍ୱର ୨୮/୦୩ : ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ ଗିରଫ ହେଲେ । ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଉଦ୍ୟମରେ ଉଭୟଙ୍କୁ ଗିରଫ କରାଯାଇଛି । ସୋମବାର ଦିନ ଚାନ୍ଦବାଲି ଜେଏମଏଫସି କୋର୍ଟରେ ଉଭୟଙ୍କୁ ହାଜର […]Continue Reading
Seo wordpress plugin by www.seowizard.org.