Home Posts tagged man rescue by police
Odisha News
ବାଲେଶ୍ବର, ୧୦/୭: ବ୍ରିଜ୍ ଉପରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକ ଉଦ୍ଧାର। ଜଳେଶ୍ୱର ପୋଲିସ ଯୁବକଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ପହଞ୍ଚାଇଛି।ବାଲେଶ୍ଵର ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥ ଶାନ୍ତିଆ ବ୍ରିଜ ଉପରେ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ଯୁବକଙ୍କୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ Continue Reading
Seo wordpress plugin by www.seowizard.org.