Home Posts tagged Make in Odisha conclave
Odisha News
ଭୁବନେଶ୍ବର,୩୦/୧୧: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମେକ୍‌ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମହାକୁମ୍ଭକୁ ଉଦ୍‌ଘାଟନ କରିଛନ୍ତି । ଡିସେମ୍ବର ୪ତାରିଖ ଯାଏଁ ଚାଲିବାକୁଥିବା । ଭୁବନେଶ୍ୱର ଜନତାମଇଦାନ ଠାରେ ଏହି ନିବେଶକ ସମ୍ମିଳନୀରେ ଶହେରୁ ଅଧିକ ଶିଳ୍ପପତି ଯୋଗ ଦେବାର କର୍ଯ୍ୟକ୍ରମ ରହିଛି ।ଆଜି ଉଦ୍‌ଘାଟନି ଉତ୍ସବରେ ଜାପାନ, ଜର୍ମାନୀ, ନରୱେ ଓ ନେପାଳର ରାଷ୍ଟ୍ରଦୂତଙ୍କ ସହ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ Continue Reading
Seo wordpress plugin by www.seowizard.org.