Home Posts tagged mahanga murder case
Odisha News
କଟକ,୨୨/୪: କଟକ ଜିଲା ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ସୋମବାର ଶେଷ ହୋଇଛି। ତେବେ ଆଜି ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ।ତଳ କୋର୍ଟଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପ୍ରତାପ ଜେନା। ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ତଳ କୋର୍ଟ।ସୂଚନାଯୋଗ୍ୟ, ମାହାଙ୍ଗା ଥାନା ଅଧୀନ ନୃତ୍ତାଙ୍ଗ ପଞ୍ଚାୟତର ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂ Continue Reading
Odisha News
କଟକ, ୧୯/୪ : ଅଲେଖ ସାହୁଙ୍କ ସମେତ ତାଙ୍କ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ବିଷକ୍ରିୟାଜନିତ ନୁହେଁ। ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁ ସମସ୍ତଙ୍କ ଜୀବନ ଯାଇଛି। ଏପରିକି ମୃତ୍ୟୁ ପୂର୍ବରୁ ସମସ୍ତେ ଏହାର ପ୍ରତିରୋଧ କରିଥିଲେ। ହେଲେ ଜଣଙ୍କ ପରେ ଜଣଙ୍କୁ ହାଣି ସମସ୍ତଙ୍କ ଜୀବନ ନିଆଯାଇଛି ।ବହୁଚର୍ଚ୍ଚିତ ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ସେଥିରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି। ରାତି ପ୍ରାୟ ସାଢେ ୨ଟାରୁ […]Continue Reading
Odisha News
ମାହାଙ୍ଗା ୧୫/୪: ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଏକା ଶିବ ସାହୁ ହିଁ ସଂପୃକ୍ତ। କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଅଶୋକ ବେହେରା ଶୁକ୍ରବାର ଏହାର ସୂଚନା ଦେଇଛନ୍ତି।ପ୍ରାରମ୍ଭିକ ତଦନ୍ତ ଆଧାରରେ ଏକା ଶିବର ସଂପୃକ୍ତି ଥିବା ଜଣାପଡ଼ିଛି। ଶିବ ଘଟଣାସ୍ଥଳରେ ଡେମୋ ଦେଖାଇବା ପରେ ଏଏସପି ସୂଚନା ଦେଇଛନ୍ତି।ତେବେ ଘଟଣାରେ ଶିବଙ୍କ ପତ୍ନୀଙ୍କ ସମ୍ପୃକ୍ତି ନଥିବା ଜଣାପଡିଛି। ପୋଲିସ କ୍ରାଇମସ୍ପଟରୁ ଗୋଟିଏ ଶାବଳ, କଟୁରୀ, ପେଟକର୍ ଫ୍ୟାନର କଭର୍ ଜବତ Continue Reading
Seo wordpress plugin by www.seowizard.org.