ମହାକାଳପଡ଼ା,୪/୪: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କଳାଗଡ଼ ଗାଁରେ ପୁଣି ମାତିଛି ଅଜଣା ଜନ୍ତୁ। ଗତକାଲି ବିଳମ୍ବିତ ରାତିରେ ପୁଣି ଅଜଣା ଜନ୍ତୁ ୯ଟି ମେଣ୍ଢାଙ୍କୁ ମାରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ସେହି ଜନ୍ତୁର ଆକ୍ରମଣରେ ଆଉ ୮ଟି ମେଣ୍ଢା କ୍ଷତବିକ୍ଷତ ହୋଇଥିବାର ଦେଖିବାକୁ ମିଳିଛି।ଗତକାଲି ରାତି ଗୋଟାଏ ଯାଏ କଳଗଡ଼ ଗ୍ରାମର ମହନି ଦାସ ନିଜର ମେଣ୍ଢାଙ୍କୁ ଜଗିଥିଲେ। ହେଲେ ତାପରେ ସେ ଶୋଇବାକୁ ଯାଇଥିଲେ। ଏହାପରେ ଅଜଣା ଜନ୍ତୁ ଜଘନ୍ୟ କାଣ୍ଡ Continue Reading