Home Posts tagged lootera loot at marriage mandap as guest in bhubaneswar
Odisha News
ଭୁବନେଶ୍ୱର,୧୦/୨: ରାଜଧାନୀରେ ଲୁଟେରାଙ୍କ ଉତ୍ପାତ ଜାରି ରହିଛି। କେତେବେଳେ ଆପାର୍ଟମେଣ୍ଟରୁ ଚୋରି କରୁଛନ୍ତି ତ ଆଉ କେତେବେଳେ ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଛିନ୍ତାଇ କରୁଛନ୍ତି। ଏବେ ଲୁଟେରା ମାନେ ନୂଆ କୌଶଳ ଅପଣାଇଛନ୍ତି। ଏବେ ବାହାଘର ସିଜିନ ଚାଲିଥିବା ବେଳେ ରାଜଧାନୀରେ ବାହାଘର ମଣ୍ଡପ ଗୁଡ଼ିକୁ ଟାର୍ଗେଟ କରୁଛନ୍ତି ଲୁଟେରା।ରାଜଧାନୀର ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ମଣ୍ଡପରେ ବାହାଘର ଚାଲିଥିବା ବେଳେ ଝିଅ ଘର ଲୁଟ୍ର ଶିକାର ହୋଇଛନ୍ତି। ଲୁଟେରା ଉପହାର Continue Reading
Seo wordpress plugin by www.seowizard.org.