ଫୁଲବାଣୀ,୩/୪: କଳା ପଲସରରେ ଆସି ଝାମ୍ପି ନେଇଗଲେ ୧୭ ଲକ୍ଷରୁ ଅଧିକ ଟଙ୍କା। ଜଣେ ଗ୍ରୋସରୀ ହୋଲ୍ସେଲ୍ ବ୍ୟବସାୟୀଙ୍କ ଠାରୁ ହୋଇଛି ଏହି ଲୁଟ୍। ଏହି ଅଭିଯୋଗ ଆସିଛି ଫୁଲବାଣୀରୁ।ଲୁଟର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାଁ ଅଜୟ ପାତ୍ର। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ତାଙ୍କ ଗୁମାସ୍ତା ରମେଶ ପ୍ରଧାନଙ୍କ ସହିତ ଏକ ସ୍କୁଟିରେ ପ୍ରଥମେ ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ।ସେଠାରେ କିଛି ଟଙ୍କା ଜମା କରିବା ପରେ ବାକି ୧୭ ଲକ୍ଷ ୫୦ ହଜାର […]Continue Reading