Home Posts tagged loot
Odisha News
ସୁନ୍ଦରଗଡ଼/ଲେଫ୍ରିପଡ଼ା,୧୩/୪ : ଗୁରୁବାର ସକାଳେ ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଏକ ଗୁଳିକାଣ୍ଡ ଘଟିଛି। ଅଜ୍ଞାତ ଦୁର୍ବୃତ୍ତମାନେ ଏକ ଛେଳି ବେପାରୀଙ୍କୁ ଗୁଳି ମାରି ହତ୍ୟା କରି ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା କୁହାଯାଉଛି। ମୃତକ ଭଷ୍ମା ଥାନା ଶରଧାପାଲିର ବୋଲି ଜଣାପଡ଼ିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଛି।ସୂଚନା ଅନୁସାରେ ଆଜି ସକାଳୁ ଶରଧାପାଲିର Continue Reading
Odisha News
କଟକ, ୨୧/୧୦: କଟକରେ ମାତିଲେ ଡକାୟତ । ମହାନଦୀ ବିହାରରେ ବଡ ଧରଣର ଡକାୟତି ହୋଇଛି । ସକାଳୁ ସକାଳୁ ଘରେ ପଶି ଡକାୟତମାନେ ଲୁଟିନେଇଛନ୍ତି ୧୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ।ହଠାତ୍ ଡକାୟତମାନେ ମହାନଦୀ ବିହାରରେ ରହୁଥିବା ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଥିଲେ । ମାରଣାସ୍ତ୍ର ଦେଖାଇ ଲୁଟ୍ପାଟ ଆରମ୍ଭ କରିଥିଲେ । ଦୀପ୍ତିରଞ୍ଜନ ଏହାକୁ ବିରୋଧ କରିବାକୁ ତାଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ ଡକାୟତ । ଫଳରେ ଡକାୟତଙ୍କ ଆକ୍ରମଣରେ ଦୀପ୍ତିରଞ୍ଜନ ଆହତ […]Continue Reading
Odisha News
ଭୁବନେଶ୍ୱର୩/୯: ଅଶାନ୍ତ ହୋଇପଡ଼ିଛି ରାଜଧାନୀ। କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ଚଲାଇଛନ୍ତି ଦମନ ଲୀଳା। କେଉଁଠି ହତ୍ୟାକାଣ୍ଡ ଘଟାଉଛନ୍ତି ତ ଆଉ କେଉଁ ଠି ଲୋକଙ୍କ ପାଖରୁ ଖଣ୍ଡା ଓ ଛୁରି ଦେଖାଇ ଟଙ୍କା ପଇସା ଲୁଟି ନେଇଯାଉଛନ୍ତି। ଗତକାଲି ରାଜଧାନୀ ଛାତି ଉପରେ ସମାନ ଘଟଣା ଘଟି ଯାଇଛି।ଜଣେ ମହିଳା ବ୍ୟବସାୟୀଙ୍କୁ ଖଣ୍ଡା ଛୁରି ଦେଖାଇ ଟଙ୍କା,ମୋବାଇଲ ଓ ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି ଲୁଟେରା। ଏଭଳି ଘଟଣା ଭୁବନେଶ୍ୱର ସ୍ଥିତ Continue Reading
Odisha News
ଆନନ୍ଦପୁର, ୨/୯: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଏକ ସଶସ୍ତ୍ର ଲୁଟ୍ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘସିପୁରା ଥାନା ବାରିଗାଁଠାରେ ଗତକାଲି ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ସଶସ୍ତ୍ର ଲୁଟ୍ ହୋଇଛି।ଲୁଟେରାମାନେ ଘର କବାଟ ଭାଙ୍ଗି ଲୁଟିନେଇଇଛନ୍ତି ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଓ ମୋବାଇଲ୍ ଫୋନ୍। ଲୁଟେରାଙ୍କ ଆକ୍ରମଣରେ ଏକ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଉଦ୍ଧାର କରି ପଡ଼ୋଶୀ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି Continue Reading
Odisha News
କୋଣାର୍କ, ୩୦/୪: ସିସିଟିଭି ନଜରରେ ଥିଲା ଜୁଏଲାରୀ ଦୋକାନ । ହେଲେ ଏହାକୁ ନିଘା ନ ଦେଇ ରାତି ଅଧରେ ଲୁଟ୍ରେ ମାତିଗଲେ ଲୁଟେରା। ଗ୍ୟାସ୍ କଟର ସାହାଯ୍ୟରେ ଷ୍ଟ୍ରଙ୍ଗ ରୁମ୍ କାଟି ଲକର ପାଖରେ ପହଞ୍ଚିଗଲେ।ଆଉ ତା’ ପରେ ଲକରକୁ କାଟି ତା’ ଭିତରେ ବୁଲାଇଲେ କଳାକନା। ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଅଳଙ୍କାର ନେଇ ଲୁଟେରାମାନେ ଫେରାର ହୋଇ ଯାଇଥିବା ବେଳେ ଏବେ ସେମାନଙ୍କୁ ଖୋଜୁଛି ପୁଲିସ୍ ।ଏପରି ଲୁଟତରାଜ ଗତକାଲି ପୁରୀ ଜିଲ୍ଲା […]Continue Reading
Seo wordpress plugin by www.seowizard.org.