Home Posts tagged #LangyaHenipavirus
Odisha News
ବେଜିଙ୍ଗ୍,୧୦/୮: ଚାଇନାରେ ଆତଙ୍କ ସୃଷ୍ଟି କରିଛି ନୂଆ ଭୂତାଣୁ ‘ଲାଙ୍ଗିଆ’ । ଲାଙ୍ଗିଆ ନାମରେ ଗୋଟାଏ ‘ହେନିପାଭାଇରସ୍’ ପ୍ରଜାତିର ଭୂତାଣୁ ଚୀନ୍ର ଶାନ୍ଡୋଙ୍ଗ୍ ଏବଂ ହେନାନ୍ ପ୍ରଦେଶରେ ଏଯାବତ୍ ୩୫ଜଣ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଥିବା କଥା ମଙ୍ଗଳବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।‘ଲାଙ୍ଗିଆ ହେନିପାଭାଇରସ୍’ ନାମରେ ପରିଚିତ ଏହି ନୂତନ ପ୍ରଜାତିର ‘ହେନିପାଭାଇରସ୍’ ପୂର୍ବାଞ୍ଚଳ ଚୀନ୍ରେ ଜ୍ବରରେ ପୀଡ଼ିତ ରୋଗୀମାନଙ୍କ ତଣ୍ଟିରୁ ସଂଗୃହୀତ Continue Reading