Home Posts tagged kuchinda
Odisha News
କୁଚିଣ୍ଡା,୨୬/୭: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଡେସରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ୧୪ଚକିଆ କୋଇଲା ବୋଝେଇ ଟ୍ରକ ଏବଂ ୪୦୭ ଗାଡ଼ି ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଧକ୍କା ହେବାପରେ ଦୁଇଟି ଟ୍ରକ ଓଲଟି ପଡ଼ିଥିବା ବେଳେ ଟ୍ରକରୁ ବାହାରି ନ ପାରି ୪୦୭ ଗାଡ଼ି ସହ ଜିଅନ୍ତା ଜଳିଗଲେ ଡ୍ରାଇଭର। ମୃତ ଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଜମନକିରା ପୁଲିସ ଓ […]Continue Reading
Odisha News
କୁଚିଣ୍ଡା,୬/୫: ବାହାଘର ହୋଇ ନପାରିବାରୁ ବାପାଙ୍କୁ ପୁଅ ହତ୍ୟା କରିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ତିହାଡିପାଲି ଗ୍ରାମରେ ଆଜି ଅପରାହ୍ଣରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ପରମାନନ୍ଦ ନାଏକ (୬୨)। ଅଭିଯୁକ୍ତ ପୁଅ ବିକେଶ ନାଏକ (୩୦)କୁ ପୁଲିସ ଅଟକ ରଖିଛି।ସୂଚନା ଅନୁସାରେ ତିହାଡ଼ିପାଲି ଗ୍ରାମର ପରମାନନ୍ଦଙ୍କର ୨ଟି ପୁଅ। ବଡ଼ପୁଅ ହେଉଛି ବିକେଶ। ବିବାହ କରିବାକୁ ବିକେଶର ଇଚ୍ଛା ଥିବା ଥିଲା। କିନ୍ତୁ ପାରିପାରିକ ସମସ୍ୟା Continue Reading
Odisha News
କୁଚିଣ୍ଡା,୬/୫: ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଶନିବାର ସକାଳେ ଜଣେ ଶିକ୍ଷକଙ୍କ ମୃତଦେହ ଠାବ ହୋଇଛି। ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ କୁଚିଣ୍ଡା ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଶବ ବ୍ୟବଚ୍ଛେଦ Continue Reading
Odisha News
କୁଚିଣ୍ଡା,୪/୧୧: ହାତୀ ଉଜାଡ଼ିଦେଲା ସଂସାର । ଖାଲି କରିଦେଲା ବାପାମା’ଙ୍କ କୋଳ। ଶୋଇଥିବା ଅବସ୍ଥାରେ ଟେକି ନେଇ ୨ ଭାଇଙ୍କୁ କଚାଡ଼ି ମାରିଲା ହାତୀ। ବାପାମା’ ଏବେ ଆଖିରୁ ଲୁହ ଗଡ଼ାଉଥିବା ବେଳେ ୨ ପୁଅଙ୍କୁ ଝୁରି ହେଉଛନ୍ତି। ଏପରି ହୃଦୟ ବିଦାରକ ଘଟଣା ଗତକାଲି ରାତିରେ ଝାରସୁଗୁଡା ଜିଲ୍ଲା ବାଗଡିହି ରେଂଜ ଭଉଁରା ନିକଟରେ ଘଟିଛି।ମୃତ ୨ ଭାଇ ହେଲେ ଧନଞ୍ଜୟ ସତନମୀ ଓ ଅଭୟ ସତନମୀ । ସେମାନେ ଛତିଶଗଡ଼ ବାସିନ୍ଦା ବୋଲି ଜଣାଯାଇଛି। […]Continue Reading
Odisha News
କୁଚିଣ୍ଡା, ୨୫/୩ : କୁଚିଣ୍ଡା ଜମନକିରା ଥାନା କସଡ଼ା ଗ୍ରାମରେ ଅଭାବନୀୟ ଘଟଣା । ଆଠ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ଗାଁ ଦାଣ୍ଡରେ ଉନ୍ମୁକ୍ତ କାଣ୍ଡ କରିଛି ଦୁର୍ବୃତ୍ତ । କସଡ଼ା ଗ୍ରାମର ନବକିଶୋର ଧରୁଆଙ୍କ ଆଠ ବର୍ଷ ର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା ।ଏହି ସମୟରେ ଗ୍ରାମର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନ୍ୟାକୁ ହତ୍ୟା କରି କଟା ମୁଣ୍ଡକୁ ହାତରେ ଧରି ଗାଁ […]Continue Reading
Seo wordpress plugin by www.seowizard.org.