
ଲକ୍ଷ୍ମୀପୁର, ୧୪/୯: କୋରାପୁଟ-ରାୟଗଡ଼ା ଟ୍ରେନ୍ ଲାଇନର ଦୋହରିକରଣ କାର୍ୟ୍ୟ ଚାଲିଥିବା ବେଳେ ଅଘଟଣ ଘଟିଛି। ଟନେଲ୍ କାମ କରୁଥିବା ବେଳେ ମାଟି ଅତଡ଼ା ଖସି ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରବି ପ୍ରେପେକା ଓ ଜହରଦିନ୍।ସୂଚନା ଅନୁସାରେ ସବୁଦିନ ପରି ଆଜି ମଧ୍ୟ କୋରାପୁଟ-ରାୟଗଡ଼ା ଟ୍ରେନ୍ ଲାଇନ୍ର ଦୋହରିକରଣ ପାଇଁ କାମ ଚାଲିଥିଲା। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ୨ନମ୍ବର ଟନେଲ୍ରେ ଏହି କାମ ଚାଲିଥିଲା ମାଟି ଚାପି ହୋଇଯାଇଥିଲା। Continue Reading