
ସ୍ୱାଗତିକା ଭୂତିଆଙ୍କ ରିପୋର୍ଟସରିଲା ୨୦୨୨ ବର୍ଷ । ଆରମ୍ଭ ହେବ ନୂଆ ବର୍ଷ ୨୦୨୩ । ୨୦୨୨ ଶେଷ ହେବା ପୁର୍ବରୁ ଯଦି ଟିକେ ପଛକୁ ବୁଲି ଦେଖିବା ତେବେ ଆମ ଆଖି ଆଗରେ ଝଲସି ଉଠିବ ଅନେକ ଗୁଡିଏ ସ୍ମରଣୀୟ ଘଟଣାବଳି । ଏହି ଘଟଣାବଳିରୁ ଅନେକ କିଛି ଇତିହାସ ହୋଇ ରହିଯିବ । ଆଉ କିଛି କେବଳ ସ୍ମୃତି ହୋଇ ମନେପଡିବ । ତେବେ ଯେଉଁସବୁ ପ୍ରସଙ୍ଗ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ ଲିପିବଦ୍ଧ […]Continue Reading