Home Posts tagged KKR vs SRH: Hyderabad bowled out for 113
Odisha News Sports News
ଚେନ୍ନାଇ,୨୬/୫: ଆଇପିଏଲ୍ ୨୦୨୪ର ଗ୍ରାଣ୍ଡ୍ ଫିନାଲେରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସକୁ ୧୧୪ ରନ୍ ବିଜୟ ଲକ୍ଷ୍ୟ ଦେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍ ୧୮ ଓଭରରେ ୧୧୩ ରନ୍ରେ ଅଲଆଉଟ୍ ହୋଇଯାଇଛି। ଆଇପିଏଲ ଇତିହାସର ଫାଇନାଲ୍ରେ ଏହା ହେଉଛି ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୨୦୧୩ରେ ଚେନ୍ନାଇ ମୁମ୍ବାଇକୁ ୧୨୫ରନ ଟାର୍ଗେଟ ଦେଇଥିଲା।ହାଇଦ୍ରାବାଦ୍ ଆରମ୍ଭରୁ ଝଟ୍କା ପାଇଥିଲା। ଅଭିଷେକ ଶର୍ମା ଦୁଇଟି ରନ ଏବଂ Continue Reading
Seo wordpress plugin by www.seowizard.org.