Home Posts tagged KKR RIDERS VS SRH
Odisha News
ଚେନ୍ନାଇ, ୨୬/୫ : ଆଜି ଆଫିଏଲ୍ ଟ୍ରଫି ଟକ୍କର। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ଖେଳାଯିବା ଚଳିତ ଆଇପିଏଲ୍ ସିଜନ୍ର ଫାଇନାଲ ମୁକାବିଲା। ମୁହାଁମୁହିଁ ହେବେ ଦୁଇ ଟାଣୁଆ ଦଳ କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ।ତୃତୀୟ ଥର ପାଇଁ କେକେଆର୍ ବିଜୟୀ ହେବା ଲକ୍ଷ୍ୟ ନେଇ ଆଜି ପଡିଆକୁ ଓହ୍ଲାଇବ। ସେହିପରି କୋଲକାତା ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟ ରଖି ସନ୍ ରାଇଜର୍ସ ହାଇଦ୍ରାବାଦ ଟ୍ରଫି ପାଇଁ ଲଢ଼େଇ କରିବ। ତେବେ ଏହି […]Continue Reading
Seo wordpress plugin by www.seowizard.org.