Home Posts tagged khurdha (Page 3)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୧/୩ : ରାଜ୍ୟ ସରକାରଙ୍କ ତରଫରୁ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି।ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ ଟି ବିଦ୍ୟାଳୟ ନିର୍ମାଣ ହେବାର ଯୋଜନା ରହିଛି।ଏହି ପରିପ୍ରେକ୍ଷୀରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୮/୩ : ଭାରତୀୟ ମଜଦୂର ସଙ୍ଘ ଅଖିଳ ଭାରତୀୟ ଫେଡରେସନର ୧୮୫ ତମ କାର୍ଯ୍ୟକାରିଣୀ ସମିତିର ଆସାମର ଗୌହାଟୀ ଠାରେ ନିଷ୍ପତ୍ତି ଅନୁଯାୟୀ ସାରା ଭାରତ ବର୍ଷରେ ଭାରତ ସରକାରଙ୍କ ଉଦେଶ୍ୟରେ ଦାବିପତ୍ର ଦେବାପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ଭାରତ ସରକାର ଦୀର୍ଘ ୬ ବର୍ଷ ଧରି ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କର କୌଣସି ଦାବି ପୂରଣ ନ କରିବାରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ୭ ଦଫା ଦାବି […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ ଖୋର୍ଦ୍ଧା ,୧୬/୩ : ରଙ୍ଗର ପର୍ବ ‘ହୋଲି’ ଅବସରରେ ଚ଼ିଲିକାର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚନ୍ଦନଙ୍କ ନାଚୁଣୀ ସ୍ଥିତ ବାସଭବନ ଠାରେ ଆୟୋଜିତ “ହୋଲି ଉତ୍ସବ” କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଦଳୀୟ ନେତୃବୃନ୍ଦ,ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା,ସାମ୍ବାଦିକ,ସମାଜସେବୀ ତଥା ବୁଦ୍ଧିଜୀବି, ସ୍ଥାନୀୟ ଜନସାଧାରଣ ମାନଙ୍କ ସହ ହୋଲି ଉତ୍ସବ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୦/୪ : ପ୍ରଦେଶ କଂଗ୍ରେସର ଜାତୀୟ ପ୍ରଭାରୀ ଅଜୟ କୁମାର ଲଲ୍ଲଙ୍କ ଆନ୍ଦୋଳନ ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସମ୍ପ୍ରତି ବଢ଼ିଚାଲିଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଶିଶୁ ବଳତ୍କାର ପ୍ରତିବାଦରେ ଖୋରଧା ଜିଲ୍ଲା କଂଗ୍ରେସ ସଭାପତିରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଖୋରଧା ନୂଆ ବସ୍‌ଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୧/୨: ଜିଲ୍ଲାରେ ଆଦିବାସୀ ମାନଙ୍କୁ ଜିଲ୍ଲାପ୍ରଶାସନର ଶୋଷଣ ନୀତିକୁ ବିରୋଧ କରି ମୂଳନୀବାସୀ ୟୁନାଇଟେଡ଼ ଫୋରମ ଓଡିଶା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହିତ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି।ଆଦିବାସୀ ନେତାଙ୍କ କହିବା ଅନୁଯାଇ ଜିଲ୍ଲାରେ ଅଧିକାଂଶ ସମୟରେ ଆଦିବାସୀ ପରିବାର ଶୋଷଣ ହୋଇ ଆସୁଛନ୍ତି । ଆଦିବାସୀଙ୍କ ପ୍ରତି ନା ଜିଲ୍ଲାପ୍ରଶାସନର ଆନ୍ତରିକତା ରହିଛି କି ସରକାରଙ୍କ ଆନ୍ତରିକତା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୯/୨ : ଭାରତୀୟ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ଆଜି ଠାରୁ ସହରାଞ୍ଚଳ ଜାତୀୟ ଭୂ ସ୍ଥାନିକ ସର୍ବେକ୍ଷଣ ନକ୍ସା ଶୁଭାରମ୍ଭ ହୋଇଛି।ଦେଶର ୧୫୨ ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାର ଚାରିଗୋଟି ସହର ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ସ୍ଥାନ ପାଇଛି ।ମଧ୍ୟପ୍ରଦେଶରୁ କେନ୍ଦ୍ର କୃଷି ଓ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଏହାର ଉଦଘାଟନ କରିଥିବା ବେଳେ ଖୋର୍ଦ୍ଧା ଜୟୀ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୩/୨ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବର ଏହାର ସପ୍ତଦଶ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରିଛି।ଏହି ଅବସରରେ ୧୨ ଫେବୃଆରୀ ୨୦୦୯ ରେ ଜଟଣୀ ସ୍ଥିତ ଅରଗୁଳରେ ଅନୁଷ୍ଠାନର କ୍ୟାମ୍ପସର ଭିଭିପ୍ରସ୍ତର ସ୍ଥାପନର ସ୍ମୃତିଚାରଣ କରାଯାଇଥିଲା ।ଏହି ଉତ୍ସବରେ ଓଡିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ପ୍ରାରମ୍ଭରେ, ଆଇଆଇଟି Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୭/୧: ଇଣ୍ଡୋ-ତିଦ୍ଧତୀୟ ସୀମା ସୁରକ୍ଷା ବଳ (ଆଇଟିବିପି)ର ୬୩ ତମ ପ୍ରତିଷ୍ଠା ଦିବସ ଖୋର୍ଦ୍ଧା ତରତୁଆ ସ୍ଥିତ ୪୧ ଟି ବାଟାଲିୟନ କ୍ୟାମ୍ପସରେ ମହାଆଡମ୍ବରରେ ପାଳିତ ହୋଇଯାଇଛି।ଏହି ଅବସରରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।କ୍ୟାମ୍ପସରେ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। Continue Reading
Odisha News
ଚିଲିକା, ୬/୧: ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ପାଇଁ ତିଆରି ହେବ ପକ୍ଷୀ ସଂଗ୍ରହାଳୟ ବା ବାର୍ଡ ମ୍ୟୁଜିୟମ୍ । ଆଜି ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୋମବାର ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଉଦଘାଟନ କରି ଏହି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ବାର୍ଡ଼ ମ୍ୟୁଜିୟମ ହେବ ସେ ନେଇ ବିଭାଗ ବିଚାର କରୁଛି […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୩୦/୧୨: ଖୋର୍ଦ୍ଧା ସହରକୁ କ୍ୟାବିନ ମୁକ୍ତ କରିବା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଡିସେମ୍ବର ୧୦ ତାରିଖ ଦିନ ପ୍ରଥମେ ଉଦ୍ୟମ ଆରମ୍ଭ କରାଯାଇଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ମହାସଂଘ ଏବଂ ବିଭିନ୍ନ ଦଳର ରାଜନେତା ମାନଙ୍କ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ସାମୁହିକ ଭାବରେ ସ୍ଥଗିତ ରଖାଯାଇଥିଲା। ଏହି ଅବସରରେ ଖୋର୍ଦ୍ଧା ବ୍ୟବସାୟୀ Continue Reading