Home Posts tagged khalikot
Odisha News
ଖଲ୍ଲିକୋଟ,୧୬/୪: ଗତରାତିରେ ସାଙ୍ଗ ବିପଦରେ ପଡ଼ିଥିବା ଶୁଣି ସାହାଯ୍ୟ କରିବାକୁ ଘରୁ ବାହାରି ଆସିଥିଲେ। ସାଙ୍ଗ ସହ ଭେଟ ମଧ୍ୟ ହୋଇଥିଲା। ହେଲେ ରାତିର ଅନ୍ଧାର ଭିତରେ ସବୁକିଛି ଓଲଟପାଲଟ ହୋଇଗଲା।ଆଜି ସକାଳୁ ଏହି ଦୁଇ ସାଙ୍ଗ ଭିତରୁ ଜଣଙ୍କ ମୃତ ଦେହ ଏକ କୂଅ ଭିତରୁ ବାହାରିଛି। ମୃତ ଯୁବକ ଜଣଙ୍କ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁର ସନାତନ ଗୌଡ଼। ଗାଁ ନିକଟ ନାରାୟଣୀ ଛକରେ ଥିବା ଏକ କୂଅରୁ ତାଙ୍କ ମୃତଦେହ […]Continue Reading
Odisha News
ଖଲ୍ଲିକୋଟ,୨୧/୧୧: ଆଣ୍ଠୁ ଯନ୍ତ୍ରଣା ଅସହ୍ୟ ହେବାରୁ ଏଥିରୁ ମୁକ୍ତି ପାଇବାକୁ କ୍ୱାକଙ୍କ ପାଖକୁ ଧାଇଁ ଯାଇଥିଲେ ରୋଗୀ। ମାତ୍ର ଟଙ୍କା ନାହିଁ ତ ଚିକିତ୍ସା ନାହିଁ କହି ଫେରାଇ ଦେଲେ କ୍ୱାକ୍। ଏପରି ଅପମାନିତ ହେବା ଘଟଣା ଦେହ ଯନ୍ତ୍ରଣାକୁ ବି ବଳିଗଲା । ଉକ୍ତ ଦିନ ହିଁ ଏହାର ପ୍ରତିଶୋଧ ନେବାକୁ ଶପଥ ନେଇଥିବା ରୋଗୀଜଣକ କ୍ୱାକ୍ଙ୍କୁ ଆକ୍ରମଣ କରି ତାଙ୍କ ଜୀବନ ନେଇଗଲେ। ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଏକଥା ପୁଲିସ୍ ଆଗରେ […]Continue Reading
Odisha News
ଖଲ୍ଲିକୋଟ୮/୫: ବାଲି ଚୋରା ଚାଲାଣ ବେଳେ ଚଢ଼ାଉ କରିବାକୁ ଯାଇଥିବା ଅତିରିକ୍ତ ତହସିଲଦାର ଓ ୩ ଜଣ ଆରଆଇଙ୍କୁ ନିସ୍ତୁକ ପିଟିଲେ ବାଲି ମାଫିଆ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାରେ।ଆଜି ଭୋରରେ ଗଞ୍ଜାମ ତହସିଲ ମାଳି ଜଗନ୍ନାଥପୁର ଗାଁ ନିକଟ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା।ଏହି ସମୟରେ ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି ଜଣ ଆରଆଇ ସେଠାରେ ଚଢ଼ାଉ କରିଥିଲେ। ହେଲେ ବାଲି ମାଫିଆମାନେ ସେମାନଙ୍କୁ ଆକ୍ରମଣ କରି କ୍ଷତାକ୍ତ କରି […]Continue Reading
Odisha News
ଖଲ୍ଲିକୋଟ ୨୬/୪: ଗଞ୍ଜାମ ଖଲ୍ଲିକୋଟ ଛତ୍ରପୁର ଥାନା ଗଙ୍ଗାପୁରରେ ଅଘଟଣ । ଗାଁ ନିକଟ ଋଷିକୁଲ୍ୟା କଂସାରୀ ଗଣ୍ଡରେ ଗାଧୋଇଵାକୁ ଯାଇ ଛତିଶିଗଡର ଜଣେ ଯୁବକ ନିଖୋଜ ହୋଇଛନ୍ତି ।ନିଖୋଜ ଯୁବକ ଜଣକ ହେଉଛନ୍ତି ଆଶିଷ କୁମାର ବର୍ମା । ଅଗ୍ନିଶମ ବିଭାଗ ପକ୍ଷରୁ ଆଶିଷଙ୍କୁ ଖୋଜାଖୋଜି ଜାରି ରହିଛି ।ଆଶିଷଙ୍କ ଜଣେ ସମ୍ପକୀୟ ଭୋଜିକୁ ଆସିଥିବା ବେଳେ ଆଜି ସକାଳୁ ସେ ନଦୀକୁ ଗାଧୋଇଵାକୁ ଯାଇଥିଲେ । ଗାଧୋଇଵା ସମୟରେ କୌଣସି ଅସବଧାନତା ଯୋଗୁଁ ପାଣିରେ […]Continue Reading
Seo wordpress plugin by www.seowizard.org.